ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ସେଲଫି ବେବୋଙ୍କ ମୃତ୍ୟୁ , ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବୁର୍ଲା ଥାନା ପୋଲିସ ପକ୍ଷରୁ…
ସମ୍ବଲପୁର(କେନ୍ୟୁଜ୍) : ମୁଣ୍ଡରେ ଶକ୍ତ ଆଘାତ ଯୋଗୁଁ ସେଲଫି ବେବୋଙ୍କ ମୃତ୍ୟୁ ଘଟିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ବୁର୍ଲା ଥାନା ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ କେଉଁ ପରିସ୍ଥିତିରେ ସମ୍ବଲପୁରୀ ଆଲବମ ହିରୋଇନ ସିମରନ୍ ସିଂଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି ସେ…