Sindhu win gold medal

ପିଭି ସିନ୍ଧୁ ରଚିଲେ ଇତିହାସ, ବିଶ୍ୱ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣପଦକ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି

ଇତିହାସ ରଚିଲେ ବ୍ୟାଡ୍‌ମିଣ୍ଟନ୍‌ ତାରକା ପି.ଭି.ସିନ୍ଧୁ । ବିଶ୍ୱ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ ଫାଇନାଲରେ ବିଜୟୀ ହୋଇ ଭାରତର ଶ୍ରେଷ୍ଠ ଖେଳାଳି ସିନ୍ଧୁ ଜିତିଛନ୍ତି ସ୍ୱର୍ଣ୍ଣ ପଦକ ।…

5 years ago