ଏସିଆନ୍ ଗେମ୍ସରେ ସିନ୍ଧୁଙ୍କୁ ରୌପ୍ୟ ପଦକ
ନୂଆଦିଲ୍ଲୀ : ଫାଇନାଲରେ ସ୍ବର୍ଣ୍ଣ ପଦକରୁ ହାରିଲେ ପି.ଭି. ସିନ୍ଧୁ । ତାଇପେଇର ତାଇ ଜୁଇଙ୍ଗଙ୍କଠାରୁ ପରାସ୍ତ ହୋଇଛନ୍ତି ପି. ଭି. ସିନ୍ଧୁ । ଫଳରେ ସିନ୍ଧୁଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାଇନାଲରେ ପ୍ରଥମ ସେଟ୍ରେ ୧୩-୨୧ରେ ହାରିବା ପରେ ଦ୍ୱିତୀୟ ସେଟ୍ରେ ମଧ୍ୟ ୧୬-୨୧ରେ…