ଟୋକିଓ ଅଲିମ୍ପିକ୍ସ : ମହିଳା ବ୍ୟାଡ୍ମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପି.ଭି. ସିନ୍ଧୁ
ଟୋକିଓ : ସ୍ୱର୍ଣ୍ଣ ଏବଂ ରୌପ୍ୟରୁ ସିନା ବଞ୍ଚିତ ହେଲେ କିନ୍ତୁ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ଗୌରବ ଆଣିଲେ ମହିଳା ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ । ଟୋକିଓ ଅଲିମ୍ପିକ୍ସ ସେମିଫାଇନଲ୍ରେ ହାରିବା ପରେ ଆଜି ବ୍ରୋଞ୍ଜ ମେଡାଲ ମ୍ୟାଚ୍ରେ ଏହି ଭାରତୀୟ ଖେଳାଳି ଚୀନ୍ର ବିଙ୍ଗ ଜିଆଓଙ୍କୁ…