Browsing Tag

Singapore

ସିଙ୍ଗାପୁର ପୋଲିସର ବଡ଼ ଖୁଲାସା : ନିଶାଗ୍ରସ୍ତ ଥିଲେ ଜୁବିନ ଗର୍ଗ, ଲାଇଫ ଜ୍ୟାକେଟ୍ ପିନ୍ଧିବାକୁ କରିଥିଲେ ମନା

ମୁମ୍ବାଇ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ହୋଇଥିଲା । ସିଙ୍ଗାପୁର ପୋଲିସ ଏବେ କୋର୍ଟକୁ କହିଛି ଯେ, ଜୁବିନ ମଦ୍ୟପାନ କରିଥିଲେ ଏବଂ ସେ ଲାଇଫ୍ ଜ୍ୟାକେଟ୍ ପିନ୍ଧିବାକୁ ମନା କରିଦେଇଥିଲେ । ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର…

ବଲିଉଡର ଚର୍ଚ୍ଚିତ ସିଙ୍ଗର ଜୁବିନ୍ ଗର୍ଗଙ୍କ ଲିଭିଗଲା ଜୀବନ ଦୀପ, ସ୍କୁବା ଡାଇଭିଂ ହେଲା କାଳ

ବଲିଉଡରେ ଚର୍ଚ୍ଚିତ ସିଙ୍ଗରଙ୍କ ମଧ୍ୟରୁ ସିଙ୍ଗର ଜୁବିନ୍ ଗର୍ଗ ଜଣେ । ସେ ୫୨ ବର୍ଷ ବୟସରେ ଦୁନିଆକୁ ବିଦାୟ ଦେଇଛନ୍ତି । ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଫ୍ୟାନ୍ସଙ୍କୁ ମର୍ମାହତ କରିଦେଇଛି । ଏଥି ସହିତ ଆସାମର…

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ୬ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ଦିଲ୍ଲୀରୁ ସିଙ୍ଗାପୁର ବିମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସିଙ୍ଗାପୁରୁକୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା କାରଣରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ କ୍ୟାବିନ କ୍ରୁ…

ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ଭାଇରସ୍ ମାମଲା ବୃଦ୍ଧି, ଭାରତକୁ ସତର୍କ କଲେ ବିଶେଷଜ୍ଞ

ହଂକଂ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-୧୯ ମାମଲାରେ ହଠାତ୍  ବଢିଥିବା ଦେଖାଯାଇଛି ।  ଫଳରେ ସ୍ୱାସ୍ଥ୍ୟ ଏଜେନ୍ସୀମାନେ ସତର୍କ ହୋଇଛନ୍ତି ।  ନୂଆ ଲହରର ଚେତାବନୀ ହୋଇପାରେ ବୋଲି ବିଶେଷଜ୍ଞ କହିଛନ୍ତି  ।  ଏଥିପାଇଁ ବିଶେଷଜ୍ଞମାନେ ଭାରତକୁ ସତର୍କ କରିଛନ୍ତି । ମେ ୩ ସୁଦ୍ଧା…

ସପିଙ୍ଗମଲରେ ଭୟଙ୍କର ଅଗ୍ନିକାଣ୍ଡ, ସିଙ୍ଗାପୁର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ସାନ ପୁଅ ଆହତ

ସିଙ୍ଗାପୁରର ରିଭର ଭ୍ୟାଲି ରୋଡର ୩ମହଲା ସପିଂମଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଦୁର୍ଘଟଣାରେ ୧୫ଜଣ ପିଲାଙ୍କ ସମେତ ୧୯ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପୁଅ ମଧ୍ୟ ରହିଛନ୍ତି । ମଙ୍ଗଳବାର ସକାଳ ପ୍ରାୟ ୯.୪୫…

ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, କହିଲେ ବିଜନେସ୍ କରିବା ଲାଗି ଓଡ଼ିଶାରେ ଭିତ୍ତିଭୂମି ଅଛି

ଭୁବନେଶ୍ୱର : ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ । ଛଅ ଦିନିଆ ବିଦେଶ ଗ୍ରସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଉତ୍କର୍ଷ ଓଡିଶା ପାଇଁ ପୁଞ୍ଜି ନିବେଶ କରିବକୁ ନିବେଶକୁ ଆହ୍ୱାନ କରିବେ l ଏଥିପାଇଁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ପ୍ରତିନିଧି…

ମଝି ଆକାଶରେ ଦୋହଲିଲା ବିମାନ, ୭ ଯାତ୍ରୀ ଆହତ

ସିଙ୍ଗାପୁରରୁ ଚୀନର ଗ୍ୱାଙ୍ଗଝାଉ ଯାଉଥିବା ବିମାନ ମଝି ଆକାଶରେ ଦୋହଲିବା ଯୋଗୁଁ ଯାତ୍ରୀ ଭୟଭୀତ । ଏହି ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବୋଇଂ ୭୮୭-୯ ଡ୍ରିମଲାଇନର ବୈଷୟିକ ତ୍ରୁଟି ଯୋଗୁଁ ମଝି ଆକାଶରେ ହଲିଥିଲା । ଫଳରେ ଯାତ୍ରୀ ଭୟଭୀତ ହୋଇପଡିଥିଲେ । ଯାତ୍ରୀଙ୍କ ମଧ୍ୟରୁ ୭…

ସିଙ୍ଗାପୁର ସଂସଦରେ ପିଏମ୍‌ ମୋଦିଙ୍କୁ ସ୍ୱାଗତ, ସେମିକଣ୍ଡକ୍ଟର ସମେତ ଅନେକ କ୍ଷେତ୍ରରେ ଚୁକ୍ତିନାମା ସ୍ୱାକ୍ଷରିତ

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ସିଙ୍ଗାପୁରରେ ପହଞ୍ଚିବା ପରେ ତାଙ୍କର ଭବ୍ୟ ସ୍ୱାଗତ ହୋଇଥିଲା । ଏହି ଗସ୍ତର ଦ୍ୱିତୀୟ ଦିନରେ ମଧ୍ୟ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରାଯାଇଥିଲା । ଗସ୍ତର ଦ୍ୱିତୀୟ ଦିନ ଗୁରୁବାର…

ସିଙ୍ଗାପୁରରେ ପ୍ରଧାନମନ୍ତ୍ରୀଙ୍କୁ ରାଖୀ ବାନ୍ଧିଲେ, ନିଜେ ଢୋଲ ବଜାଇ ଭାରତୀୟଙ୍କ ଜୋଶ୍‌ ବଢ଼ାଇଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରୁନେଇ ପରେ ସିଙ୍ଗାପୁରରେ ପହଞ୍ଚିଛନ୍ତି । ପିଏମ୍‌ ମୋଦି ୬ ବର୍ଷ ପରେ ସିଙ୍ଗାପୁର ଗସ୍ତ କରିଛନ୍ତି । ମୋଦିଙ୍କର ସିଙ୍ଗାପୁର ଗସ୍ତ ଭାରତର ଆକ୍ଟ ଇଷ୍ଟ ପଲିସି ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହାପୂର୍ବରୁ ମୋଦି ବ୍ରୁନେଇ ପ୍ରଧାନମନ୍ତ୍ରୀ ତଥା ସୁଲତାନ ହାଜି…

ତିନି ଦିନିଆ ବ୍ରୁନେଇ ଓ ସିଙ୍ଗାପୁର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବ୍ରୁନେଇ ଗସ୍ତରେ ଯାଇଛନ୍ତି । ତାଙ୍କର ଏହି ଗସ୍ତ ଗୋଟିଏ ଦିନର ହେବ । ଏହାପରେ ସେ ବୁଧବାର ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ । ପିଏମ୍‌ ମୋଦିଙ୍କର ବ୍ରୁନେଇ ଏବଂ ସିଙ୍ଗାପୁରକୁ ଏହି ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା…

ସିଙ୍ଗାପୁର ଏୟାରଲାଇନ୍ସ ବିମାନକୁ ଝଟ୍‌କା; ଦେଖନ୍ତୁ ଘଟଣା ପରର ଭୟଙ୍କର ଫଟୋ ଓ ଭିଡିଓ

ମଝି ଆକାଶରେ ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନକୁ ଝଟ୍‌କା ଏବଂ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ବିମାନ ଭିତରୁ ଭୟଙ୍କର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି । ମଙ୍ଗଳବାର ଲଣ୍ଡନରୁ ଆସୁଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ହଠାତ୍‌ ମଝି ଆକାଶରେ ଝଟ୍‌କାର ସମ୍ମୁଖୀନ ହୋଇଥିଲା,…

ମଝି ଆକାଶରେ ଝଟ୍‌କା ଯୋଗୁ ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ବିମାନର ଜରୁରୀ ଅବତରଣ; ୧ ଯାତ୍ରୀ ମୃତ; ଅନେକ ଆହତ

ଲଣ୍ଡନ-ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ମଝି ଆକାଶରେ ଗମ୍ଭୀର ଟର୍ବୁଲାନ୍ସ (ଝଟ୍‌କା) ଯୋଗୁ ମଙ୍ଗଳବାର ବ୍ୟାଙ୍କକ୍‌ରେ ଜରୁରୀ ଅବତରଣ କରିଛି । ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଏୟାରଲାଇନ୍ସ ପକ୍ଷରୁ ସୂଚନା ମିଳିଛି । ବିମାନଟି ୨୧୧ ଯାତ୍ରୀ…