Browsing Tag

singer

ଗାୟିକା ମଲ୍ଲିକା ରାଜପୁତଙ୍କ ସନ୍ଦେହଜନକ ମୃତ୍ୟୁ, ପୋଲିସ କରୁଛି ଛାନଭିନ୍‌

ଚାଲିଗଲା ଗାୟିକା ମଲ୍ଲିକା ରାଜପୁତ ଓରଫ ବିଜୟ ଲକ୍ଷ୍ମୀଙ୍କ ଜୀବନ। ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ତାଙ୍କ ବାସଭବନରୁ ଗାୟିକାଙ୍କ ମୃତଦେହ ଉଦ୍ଧାର କରିଛି । ମାତ୍ର ୩୫ ବର୍ଷ ବୟସରେ ଗାୟିକା ମଲ୍ଲିକାଙ୍କ ବିୟୋଗ ଘଟିଛି । ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଗାୟିକାଙ୍କ…

ଲାଇଭ୍‌ ପରଫର୍ମାନ୍ସ ବେଳେ ସିଙ୍ଗର୍‌ଙ୍କୁ ଆସିଲା ହାର୍ଟ ଆଟାକ୍‌, ଗାଉ ଗାଉ ଷ୍ଟେଜ୍‌ ଉପରେ ଟଳିପଡ଼ିଲେ

ବ୍ରାଜିଲର ଜଣେ ସିଙ୍ଗର୍‌ ପେଡ୍ରୋ ହେନରିକ୍‌ଙ୍କର ଲାଇଭ୍‌ କନ୍‌ସର୍ଟରେ ମୃତ୍ୟୁ ହୋଇଛି। ୩୦ ବର୍ଷୀୟ ପେଡ୍ରୋ ବ୍ରାଜିଲ୍‌ର ଏକ ଧାର୍ମିକ ଇଭେଣ୍ଟ୍‌ରେ ପରଫର୍ମାନ୍ସ କରୁଥିଲେ। ଲୋକେ ତାଙ୍କ ପରଫର୍ମାନ୍ସକୁ ବେଶ୍‌ ଉପଭୋଗ କରୁଥିଲେ। ଏପରି କି, ସିଙ୍ଗର୍‌ ମଧ୍ୟ ନିଜେ ସମ୍ପୂର୍ଣ୍ଣ ସୁସ୍ଥ…

ଲୋକପ୍ରିୟ ଗାୟକ ମୁନଓ୍ଵର ରାଣାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଆଇସିୟରୁ ଭର୍ତ୍ତି ହୋଇଥିବା ସୂଚନା ଦେଲେ ଝିଅ

ଲୋକପ୍ରିୟ ଗାୟକ ମୁନଓ୍ଵର ରାଣାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କ ଝିଅ ସୁମୈୟା ରାଣା ସୋସିଆଲ ମିଡିଆରେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରାର୍ଥନା କରିବା ପାଇଁ ଅପିଲ କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ତାଙ୍କ…

ଲାଇଭ କନସର୍ଟରେ ଅରିଜିତଙ୍କ ହାତ ଟାଣିନେଲେ ମହିଳା ଫ୍ୟାନ୍‌, ଆହତ ହେଲେ ଗାୟକ

ଅରିଜିତ ସିଂଙ୍କ ଫ୍ୟାନ୍ସ ତାଙ୍କ ଲାଇଭ କନସର୍ଟ ଦେଖିବା ପାଇଁ ପାଗଳ ହୋଇଯାଆନ୍ତି । ଫ୍ୟାନ୍ସଙ୍କ ଭିଡ ଭିତରେ ଅନେକ ସମୟରେ ସେଲିବ୍ରିଟି ଫସିଯାଇଥାନ୍ତି । ଏମିତି ଏକ ଲାଇଭ କନସର୍ଟରେ ଅରିଜିତ୍‌ ସିଂ ଆହତ ହୋଇଛନ୍ତି । ଘଟଣା ପରେ ଅରିଜିତ ନିଜ ହାତରେ ଏକ ପଟି ବାନ୍ଧିଥିଲେ । ରବିବାର ଦିନ…

ଆଜି ସୁର ସାମ୍ରାଜ୍ଞୀଙ୍କ ପ୍ରଥମ ଶ୍ରାଦ୍ଧ ଦିବସ, ଏବେବି ଡିପ୍ରେସନ୍‌ରେ ଲତା ଦିଦିଙ୍କ ଭାଇ ହୃଦୟନାଥ

ସ୍ୱର ସାମ୍ରାଜ୍ଞୀ, କୋକିଳକଣ୍ଠୀ । ଏମିତି ଅନେକ ନାଁ ତାଙ୍କର । ହେଲେ ପ୍ରକୃତ ନାଁଟି ହେଉଛି ଲତା ମଙ୍ଗେସ୍କର । ଆତି ତାଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଠିକ୍‌ ବର୍ଷେ ତଳେ ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ ସେ । ନିଜର କଣ୍ଠସ୍ୱରରେ ସମସ୍ତଙ୍କୁ ମତୁଆଲା କରିଥିବା ଲତାଙ୍କ ଫ୍ୟାନ୍‌…

ଜାଣିଶୁଣି କରୋନା ଆକ୍ରାନ୍ତ ହେଲେ ଚୀନ ଗାୟିକା ଜେନ ଝାଙ୍ଗ, ପଜିଟିଭ ସାଙ୍ଗ ପାଖକୁ ଯାଇ ହେଲେ ସଂକ୍ରମିତ

ଜାଣିଶୁଣି କରୋନା ଆକ୍ରାନ୍ତ ହୋଇଛନ୍ତି ଚୀନ ଗାୟିକା ଜେନ ଝାଙ୍ଗ । ଯାହାକୁ ନେଇ ତାଙ୍କୁ ସମାଲୋଚନା କରାଯାଉଛି। ନିଜ କରୋନା ସାଙ୍ଗମାନଙ୍କ ଘରକୁ ଯାଇ ସଂକ୍ରମିତ ହୋଇଛନ୍ତି ଗାୟିକା । ‘ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ୍’ ରିପୋର୍ଟ ମୁତାବକ, କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା…

ଗିରଫଦାବି ଭିତରେ ବୟାନ ରଖିଲେ ଜୁବିନ, ଟ୍ୱିଟ୍‌ କରି କହିଲେ- ‘ଦେଶ ପ୍ରତି ମୋର ଖୁବ୍‌ ଭଲ ପାଇବା ଅଛି’

ନିକଟରେ ପ୍ରସିଦ୍ଧ ଗାୟକ ଜୁବିନ ନୌଟିୟାଲ ବିବାଦ ଭିତରରେ ରହିଛନ୍ତି। ବର୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଗିରଫ କରିବାକୁ ଦାବି କରାଯାଇଥିଲା। ସେଥିପାଇଁ ଟ୍ବିଟରରେ #ArrestJubinNautiyal ଟ୍ରେଣ୍ଡ କରୁଛି। ଅନେକ ଉପଭୋକ୍ତା ତାଙ୍କର ଆଗାମୀ କନସର୍ଟର ଏକ ପୋଷ୍ଟର ସେୟାର କରିଥିଲେ,ଯାହାକୁ…

ଆଉ ନାହାନ୍ତି ‘ନିଦ ଭରା ରାତି ମଧୁଝରା ଜହ୍ନ…’ର ଗାୟିକା

ଭୁବନେଶ୍ୱର (କେନ୍ୟୁଜ୍‌) : ହୁଏତ ଓଡ଼ିଶାର ନୂଆପିଢ଼ି ତାଙ୍କୁ କେବେ ଦେଖି ନଥିବେ । ଏମିତିକି ପୁରୁଣା ପିଢ଼ିର ସଂଗୀତ ପ୍ରେମୀ ମଧ୍ୟ ତାଙ୍କ ବିଷୟରେ ଏତେ ଜାଣି ନଥିବେ । ହେଲେ ସମସ୍ତେ ତାଙ୍କ ଗୀତ ତ ଶୁଣିଥିବେ ନିଶ୍ଚୟ । ‘ନିଦଭରା ରାତି ମଧୁଝରା ଜହ୍ନ ଫିକା ଫିକା ଏଇ ଯୋଛନା’ ।…ସେଇ ଗାୟିକା…

‘ୟା ଅଲ୍ଲୀ’ ସିଙ୍ଗର ଜୁବିନ୍‌ ଗର୍ଗ ହସ୍ପିଟାଲରେ ଭର୍ତ୍ତି, ବାଥ୍‌ରୁମରେ ପଡ଼ି ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଲୋକପ୍ରିୟ ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଜୁବିନ୍‌ ଗର୍ଗଙ୍କୁ ଗୌହାଟୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ବାଥ୍‌ରୁମରେ ପଡ଼ିଯିବାରୁ ଜୁବିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ଆସାମର ଡିବ୍ରୁଗଡ଼ ଜିଲ୍ଲା ସଞ୍ଜୀବନୀ ହସ୍ପିଟାଲରେ ଭର୍ତ୍ତି…

ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ, ୮୨ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଆଖିବୁଜିଲେ

କେନ୍ୟୁଜ୍(ବ୍ୟୁରୋ):  ଆଉ ନାହାନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ଭୂପିନ୍ଦର ସିଂ । ମୁମ୍ବାଇର ଏକ ହସ୍ପିଟାଲରେ ୮୨ ବର୍ଷ ବୟସରେ ପରଲୋକ ହୋଇଛି । ଅନେକ ଦଶନ୍ଧି ଧରି ସଂଗୀତର ଶାସ୍ତ୍ରୀୟତାରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍‌ଧ କରି ରଖିଥିଲେ ଭୂପିନ୍ଦର ସିଂ। ଦୋ ଦିଓ୍ଵାନେ ସହର ମେ, କିସି ନଜର କୋ…

ଉଗାଣ୍ଡାର ପ୍ରସିଦ୍ଧି ଗାୟକ କଲେ ଧର୍ମ ପରିବର୍ତ୍ତନ ; କହିଲେ – ‘ମୁଁ ମୁସଲମାନ ହେବାକୁ ଚାହୁଁଛି କାରଣ…

ନୂଆଦିଲ୍ଲୀ : ବିଶ୍ୱରେ ଅନେକ ଧର୍ମର ଲୋକମାନେ ବାସ କରନ୍ତି। ଯଦିଓ ସମସ୍ତ ଧର୍ମରେ ଅନେକ କିଛି ଜନିଷ ସମାନ ଥାଏ। କିନ୍ତୁ ପ୍ରତ୍ୟେକ ଧର୍ମର ନିଜସ୍ୱ ସ୍ୱତନ୍ତ୍ରତା ଅଛି। ପ୍ରତ୍ୟେକ ଧର୍ମରେ ଏପରି ଅନେକ ଜିନିଷ ଅଛି ଯାହା ଅନ୍ୟ ଧର୍ମର ଲୋକଙ୍କୁ ପ୍ରଭାବିତ କରିଥାଏ । ତଥାପି, ଅନେକ ଥର ଲୋକମାନେ…

ପ୍ରେମିକା ପ୍ରିୟାଙ୍କ ହାତ ଧରିବେ ପଞ୍ଜାବୀ ଗାୟକ ମିଲିନ୍ଦ ଗାବା, ଏପ୍ରିଲ ୧୬ରେ ପଡିବ ହାତଗଣ୍ଠି

୨୦୨୨ ମନୋରଂଜନ ଜଗତ ପାଇଁ ବିବାହ ବର୍ଷ ପାଲଟିଯାଇଛି। ଗତ କିଛିଦିନ ମଧ୍ୟରେ କେତେକ ସେଲିବ୍ରିଟି ବିବାହ କରିଛନ୍ତି। ଆଉ ଏବେ ଏହି ତାଲିକାରେ ଯୋଡି ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବୀ ଗାୟକ ମିଲିନ୍ଦ ଗାବା। ମିଲିନ୍ଦ ବାହା ହେବାକୁ ପ୍ରସ୍ତୁତ ରହିଛନ୍ତି। ମିଲିନ୍ଦ ପ୍ରେମିକା ପ୍ରିୟା…