‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତ ଗାଇଥିବା ଗାୟକ ରାଜୁ ପଞ୍ଜାବୀଙ୍କ ନିଧନ, କିଛିଦିନରୁ ଜଣ୍ଡିସରେ ପୀଡିତ ଥିଲେ
‘ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତ ଗାଇଥିବା ଲୋକପ୍ରିୟ ହରିୟାଣା ଗାୟକ ରାଜୁ ପଞ୍ଜାବୀଙ୍କ ପରଲୋକ ହୋଇଛି । ହିସାରରେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଆଜି ଭୋର ସକାଳ ୪ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଗୀତ ଜରିଆରେ ଉତ୍ତର…