Browsing Tag

singer human sagar

ହ୍ୟୁମାନ ସାଗର ମୃତ୍ୟୁ ମାମଲା: ଅର୍ପିତା ଚୌଧୁରୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ

କଟକ : ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତା ଚୌଧୁରୀଙ୍କୁ ଅନ୍ତରୀଣ ସୁରକ୍ଷା । କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କଲେ ହାଇକୋର୍ଟ । ଅର୍ପିତା ଓ ସୋମେଶଙ୍କ ପକ୍ଷରୁ ଦାୟର ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ…

କଣ୍ଠଶିଳ୍ପୀ ହ୍ୟୁମାନ ମୃତ୍ୟୁ ମାମଲା; ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଅର୍ପିତା ଚୌଧୁରୀ

କଟକ : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମାଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ । ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଅର୍ପିତା ଆବେଦନ କରିଛନ୍ତି । ପୂର୍ବରୁ ଏହି ମାମଲାରେ ସୋମେଶ ଶତପଥୀ ଆଗୁଆ ଜାମିନ ଆବଦେନ କରିଥିଲେ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ମମାଲା…

କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ, ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା

କଟକ: ବହୁଚର୍ଚ୍ଚିତ କଣ୍ଠଶିଳ୍ପୀ ହୁମାନ ସାଗର ମୃତ୍ୟୁ ମାମଲାରେ ବଡ଼ ଟ୍ବିଷ୍ଟ । ଯେଉଁମାନଙ୍କ ନାଁରେ ଏତଲା ହୋଇଛି ସମସ୍ତଙ୍କୁ ତଦନ୍ତ ପରିସରଭୁରକ୍ତ କରାଯିବ । ସବୁ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି…

ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର, ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା

ଭୁବନେଶ୍ବର: ହ୍ୟୁମାନଙ୍କ ମୃତ୍ୟୁ ପଛରେ ସାଂଘାତିକ ଷଡ଼ଯନ୍ତ୍ର । ଜୀବନ ନେବାକୁ ବିଷ ଦିଆଯାଇଥିବା ଆଶଙ୍କା ।  ମାଆ ଶେଫାଳୀ ସୁନାଙ୍କ ଥାନାରେ ଏତଲା ପରେ ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼ ।  ପୁଅ ମୃତ୍ୟୁର ପ୍ରାୟ ଦେଢ ମାସ ପରେ ଥାନାରେ ଏତଲା ଦେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । …

ହ୍ୟୁମାନକୁ ଯେଉଁ ହାତରେ ଗଢି ଥିଲି ସେ ହାତରେ ଆଜି ତା ସମାଧିକୁ ଛୁଇଁଲି, ବହୁତ କଷ୍ଟ ଲାଗୁଛି : ପ୍ରେମ ଆନନ୍ଦ

କଣ୍ଟାବାଞ୍ଜି : ଆଜି ଟିଟିଲାଗଡ଼ରେ ଅନୁଷ୍ଠିତ ହୋଇଯାଇଛି  ଦିବଂଗତ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭା  l  ଏହି ଶ୍ରଦ୍ଧାଞ୍ଜଳି ସଭା ପାଇଁ ସାରା ଓଲିଓଡ଼ ଇଣ୍ଡଷ୍ଟ୍ରିର ସବୁ କଳାକାର, ସଙ୍ଗୀତ ନିର୍ଦେଶକମାନେ ଆଜି ଟିଟିଲାଗଡ଼ରେ ପହଁଚିଛନ୍ତି ।  ହ୍ୟୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା…

ହ୍ୟୁମାନଙ୍କ ମାଆଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ମୃତ୍ୟୁର ତଦନ୍ତ ଆବଶ୍ୟକତା ରହିଛି ବୋଲି କହିଲେ  

ବଲାଙ୍ଗିର: ହ୍ୟୁମାନ ସାଗରଙ୍କ ମାଆଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ।  ହ୍ୟୁମାନଙ୍କ ମୃତ୍ୟୁ ଏକ ବଡ଼ କ୍ଷତି ।  ତେଣୁ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଆବଶ୍ୟକତା ଅଛି ବୋଲି ଟୁକୁନି ସାହୁ କହିଛନ୍ତି ।  ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜରଙ୍କ ନାଁରେ ବଲାଙ୍ଗିର ଥାନାରେ ଅଭିଯୋଗ…

ଥମୁନି ହ୍ୟୁମାନଙ୍କ ମୃତ୍ୟୁ ବିବାଦ, ଅର୍ପିତା ଚୌଧୁରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ବର: ଥମୁନି ହ୍ୟୁମାନଙ୍କ ମୃତ୍ୟୁ ବିବାଦ ।  ଅର୍ପିତା ଚୌଧୁରୀଙ୍କ ନୀରବତାକୁ ନେଇ ଉଠିଲା ପ୍ରଶ୍ନ ।  ହ୍ୟୁମାନଙ୍କ ଦୁଇ ମ୍ୟାନେଜର ଓ ଅର୍ପିତା ଚୌଧୁରୀଙ୍କୁ ନେଇ ବଢିଲା ରହସ୍ୟ ।  ଆଇସିୟୁ ଓ ଶେଷ ଦର୍ଶନ ବେଳେ ଅର୍ପିତା କଣ ପାଇଁ ମାସ୍କ ପିନ୍ଧି ଯାଇଥିଲେ ବୋଲି ପ୍ରଶ୍ନ ଉଠିଛି । …

ହ୍ୟୁମାନଙ୍କ ମୃତ୍ୟୁ ପରେ ବଢୁଛି ବିବାଦ, ପୁଅର ମୃତ୍ୟୁ ପାଇଁ ଇଭେଣ୍ଟ ମ୍ୟାନେଜରଙ୍କୁ ଦାୟୀ କଲେ ଗାୟକଙ୍କ ମା’

ଭୁବନେଶ୍ୱର : ଲୋକପ୍ରିୟ ଗାୟକ ହ୍ୟୁମାନଙ୍କ ମୃତ୍ୟୁ ପରେ ବଢୁଛି ବିବାଦ । ଜେରା ହେବେ କି ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର ? ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କୁ ଜେରା କରିବ କି ପୋଲିସ ? ବଲାଙ୍ଗିର ପରେ ବିଭିନ୍ନ ସ୍ଥାନରେ ଇଭେଣ୍ଟ ମ୍ୟାନେଜରଙ୍କ ନାଁରେ…

ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା, ଜେରା ହେବେ ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର!

ବଲାଙ୍ଗିର: ଜେରା ହେବେ କି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର !? ହ୍ୟୁମାନଙ୍କ ମୃତ୍ୟୁ ବିବାଦ ବଢୁଥିବା ବେଳେ ଥନାରେ ପହଞ୍ଚିଛି ମାମଲା ।  ହ୍ୟୁମାନଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଥାନାରେ ଅଭିଯୋଗ ପରେ ଅଡୁଆ ବଢ଼ିଛି । କାହିଁକି…

ବଢିଲା ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ, ୨ ମ୍ୟାନଜରଙ୍କ ନାଁରେ ଏତଲା  

ବଲାଙ୍ଗିର: ବଢିଲା ହ୍ୟୁମାନ ସାଗର ମୃତ୍ୟୁ ବିବାଦ । କୋଶଲ ବାଦୀ ସଂଗଠନ ଓ ବିଭିନ୍ନ ସଂଗଠନ ପକ୍ଷରୁ ଟାଉନ ଥାନାରେ ଅଭିଯୋଗ  । ହ୍ୟୁମାନ ସାଗରଙ୍କ ଇଭେଣ୍ଟ ମ୍ୟାନେଜର ଦୀନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଅଭିଯୋଗ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ସଠିକ୍ ତଦନ୍ତ ଦାବି କରିଛି କୋଶଳ…

ହ୍ୟୁମାନ ସାଗରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାରକୁ ଜଣାଇଲେ ସମବେଦନା

ଭୁବନେଶ୍ବର: ହ୍ୟୁମାନ ସାଗରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ । ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାଙ୍କ ଦେହାନ୍ତ ସଙ୍ଗୀତ ଓ ସିନେମା ଜଗତ ପ୍ରତି ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାର ପ୍ରତି…

ହ୍ୟୁମାନଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ, କହିଲେ ମୋ ପୁଅକୁ କରାଯାଉଥିଲା ୟୁଜ

ଭୁବନେଶ୍ବର: ହ୍ୟୁମାନ ସାଗରଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ । ସେ କହିଛନ୍ତି, ମୋ ପୁଅକୁ ୟୁଜ କରାଯାଉଥିଲା । ଦେହ ଖରାପ ସତ୍ତ୍ବେ ତାକୁ ଷ୍ଟେଜ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ । ଅଫେରା ରାଇଜରେ…