Browsing Tag

singer lata mangeshkar

ଲତା ଦିଦିଙ୍କ ପାଇଁ ଏମିତି ଶେଷ ପ୍ରାର୍ଥନା କରି ଟ୍ରୋଲ ହେଲେ କିଙ୍ଗ ଖାନ, ସପୋର୍ଟରେ ଆସି ଜବାବ ରଖିଲେ ଉର୍ମିଲା

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାରରେ ସ୍ୱର ସାମ୍ରାଜ୍ଞୀଙ୍କ ପାଇଁ ଶାହରୁଖ ଖାନ୍‌ ଦୁଆ ମାଗିବାର ଭିଡିଓ ଏବେ ଚର୍ଚ୍ଚାରେ ରହିଛି। ଭିଡିଓରେ ଶାହରୁଖ ଖାନ ଲତା ଦିଦିଙ୍କ ପାଇଁ ଦୁଇ ହାତ ଖୋଲି ଇସଲାମିକ ରୀତିନୀତିରୁ ଲତା ମଙ୍ଗେସକରଙ୍କ ପାଇଁ ଦୁଆ ମାଗୁଛନ୍ତି ଏବଂ ମାସ୍କ ହଟାଇ ଛେପ ପକାଉଥିବା…

ଶେଷ ଫଟୋରେ ତ୍ରିରଙ୍ଗାରେ ଗୁଡାଇ ହୋଇ ଶୋଇଥିଲେ ଲତା, ଫଟୋ ଦେଖି ସମସ୍ତେ ହେଲେ ଭାବୁକ

ନୀରବି ଗଲେ ସ୍ୱର ସରସ୍ୱତୀ। ଲତା ମଙ୍ଗେସକରଙ୍କ ନିଧନରେ ସମସ୍ତେ ସ୍ତବ୍ଧ। ପ୍ରତି ଭାରତୀୟଙ୍କ ଆଖିରେ ଲୁହ। କେବଳ ଭାରତୀୟ ନୁହନ୍ତି ବାଲାଂଦେଶ, ପାକିସ୍ତାନ ଠାରୁ ଆରମ୍ଭ କରି ଦୁନିଆର ଅନେକ ଦେଶର କଳାପ୍ରେମୀ ଲୋକଙ୍କ ମଧ୍ୟରେ ତାଙ୍କ ପରଲୋକକୁ ନେଇ ଦୁଃଖ ରହିଛି। ୯୨ ବର୍ଷ ବୟସରେ ଏହି ମହାନ…

ଏବେ ବି ଆଇସିୟୁରେ ଅଛନ୍ତି କୋକିଳ କଣ୍ଠୀ ଲତା ମଙ୍ଗେସକର, ଡାକ୍ତର ଦେଲେ ହେଲଥ୍‌ ଅପ୍‌ଡେଟ୍‌

କରୋନା କବ୍‌ଜାରେ କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ଶରୀରରେ ସଂକ୍ରମଣର ହାଲ୍‌କା ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେ ଆଇସିୟୁରେ ଅଛନ୍ତି। ଗୁରୁବାର ଦିନ ପାଇଁ ତାଙ୍କ ହେଲ୍‌ଥ…

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା, ଆଇସିୟୁରେ ଭର୍ତ୍ତି

ସୁର ସାମ୍ରଜ୍ଞୀ ଲତା ମଙ୍ଗେସକରଙ୍କୁ କରୋନା। ଅବସ୍ଥା ସାଂଘାତିକ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। କରୋନା ସଂକ୍ରମିତ ହେବା ପରେ ଗୁରୁତର ହୋଇପଡ଼ିବାରୁ ପରିବାର ଲୋକେ ଲତା ମଙ୍ଗେସକରଙ୍କୁ ହସ୍ପିଟାଲରେ ଆଡମିଟ୍‌ କରିଛନ୍ତି। ଲତାଙ୍କ ଶରୀରରେ ସ୍ୱଳ୍ପ ଲକ୍ଷଣ ଥିବାର ତାଙ୍କ ଭାଣିଜୀ…

କରୋନା ପ୍ରକୋପକୁ ନଜରରେ ରଖି ସିଲ୍ ହେଲା ଲତା ମଙ୍ଗେଶକରଙ୍କ ବିଲ୍ଡିଂ

ସମଗ୍ର ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନା ଜୀବାଣୁ ବିସ୍ତାର କମ ହେବାର ନାଁ ନେଉନାହିଁ। ସୂଚନା ମୁତାବକ ଏନେଇ ମହାରାଷ୍ଟ୍ରରେ କରୋନା ଅବସ୍ଥା ଅତ୍ୟନ୍ତ ଖରାପ ହେବା ସହ ଏଠାରେ ପ୍ରତିଦିନ ଅନେକ ଘଟଣା ଦେଖିବାକୁ ମିଳୁଛି। କରୋନା ପାଇଁ ସବୁଠାରୁ ଅଧିକ…

ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ହସ୍ପିଟାଲରେ ଆଡମିଟ ହୋଇଥିଲେ ଲତା ମଙ୍ଗେସକର, ଆଉ ତାପରେ..

ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଆଜି ଭୋର ସକାଳୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା । ସୂଚନା ଅନୁଯାୟୀ ଲତାଙ୍କର ସ୍ୱାସ୍ଥ୍ୟଅବସ୍ଥା ଖରାପ ହେଉଥିବାର…