ମେଘ ବରଷିଲା ଟୁପୁରୁ ଟୁପୁରୁ… ଭଳି ଅନେକ ଓଡ଼ିଆ ଗୀତ ଗାଇଛନ୍ତି ବାଣୀ ଜୟରାମ
ଭୁବନେଶ୍ୱର (କେନ୍ୟୁଜ୍) : ଦିନେ ଓଡ଼ିଆ ସିନେମା ଜଗତରେ କେବଳ ତାଙ୍କରି ସ୍ୱର ଶୁଣିବାକୁ ମିଳୁଥିଲା । କେତେ କେତେ ହିଟ୍ ଗୀତ ଗାଇଛନ୍ତି ସେ । ଦକ୍ଷିଣ ଭାରତୀୟ ଫିଲ୍ମରୁ ଆରମ୍ଭ କରି ଓଡ଼ିଆ ସମେତ ବିଭିନ୍ନ ଭଷାରେ ସେ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଂଗୀତ ସହ ବ୍ୟାବସାୟିକ ସଂଗୀତ ଉଭୟ…