Browsing Tag

single bottle of beer

ଗୋଟିଏ ବିୟର ଦାମ୍‌ ୭୧ ଲକ୍ଷ ଟଙ୍କା, ବିଶ୍ୱାସ ହେଉନି ନା ?

ଇଂଲଣ୍ଡର ମାଞ୍ଚେଷ୍ଟର ସ୍ଥିତ ଏକ ହୋଟେଲରେ ଅଷ୍ଟ୍ରେଲିଆର ଜଣେ ସାମ୍ବାଦିକ ବିୟର ପିଇଲେ । ହେଲେ ବିୟର ଦାମ୍‌ ଯେତେବେଳେ ଜାଣିଲେ ତାଙ୍କର ହୋସ୍‌ ଉଡ଼ିଗଲା । ଏହି ବିୟର ବାବଦରେ ତାଙ୍କୁ ଦେବାକୁ ପଡ଼ିଛି ୭୧ ଲକ୍ଷ ଟଙ୍କା । ଘଟଣାଟି ହେଉଛି, ଅଷ୍ଟ୍ରେଲିଆର ଏକ ସମ୍ବାଦପତ୍ରର କ୍ରୀଡ଼ା ସମ୍ପାଦକ…