ଭୁବନେଶ୍ବରରେ ଡିଭାଇଡର୍ ପାଲଟିଛି ମରଣଯନ୍ତା: ଶିଶୁ ଭବନ ଓଭର ବ୍ରିଜ ଉପରେ ୨ଦିନରେ ୨ଦୁର୍ଘଟଣା
ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଶିଶୁ ଭବନ ଓଭର ବ୍ରିଜ ଉପରେ ଦୁଇ ଦିନରେ ଦୁଇଟି ଦୁର୍ଘଟଣା । ରାସ୍ତା ମଝିରେ ନୂଆ କରି ବସାଯାଇଥିବା ଡିଭାଇଡର୍ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ଗତକାଲି ଏକ ଆମ୍ବୁଲାନ୍ସ ରୋଡ୍ ଡିଭାଇଡରରେ ପିଟି ହୋଇଯାଇଥିବା ବେଳେ ଆଜି ଭୋର ସମୟରେ ଏକ କାର୍…