Browsing Tag

sishu mandira

ଅମୃତିଆ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ, କୁନି ପିଲାଙ୍କ କଂସ ବଦ୍ଧ ନାଟକ ସମସ୍ତଙ୍କ ମନ ମୋହିଲା ‌

ଯାଜପୁର : ଯାଜପୁର ଜିଲ୍ଲାରେ ଥିବା ଅମୃତିଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପିଲାମାନେ ଖୁବ୍ ଧୁମଧାମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ କରିଛନ୍ତି । ସବୁଥର ପରି ଏଥର ମଧ୍ୟ ବହୁ ଆଡମ୍ବରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି। ବିଦ୍ୟାଳୟ ପକ୍ଷରୁ ନିକଟସ୍ତ ବନ୍ଦାଳୋ ପଞ୍ଚାୟତରେ ଥିବା ପ୍ରସିଦ୍ଧ…