କଟିଗଲା ଲାଇନ୍, ବଦଳିଗଲେ ବର: ଶାଶୁ ଘରେ ଜଣାପଡିଲା ପ୍ରକୃତ ସତ
ନୂଆଦିଲ୍ଲୀ : କଟିଗଲା ଲାଇନ , ବଦଳିଗଲେ ବର। ପରସ୍ପରର ବରକୁ ବିବାହ କଲେ ଦୁଇ ଭଉଣୀ। ବିଦ୍ୟୁତ କାଟ ହେଲା କାଳ। ମଧ୍ୟପ୍ରଦେଶର ଉଜୈନରେ ଘଟିଛି ଏଭଳି ଘଟଣା। ବିବାହ ସମୟରେ ବିଦ୍ୟୁତ କଟିଗଲା। ସମାନ ଡ୍ରେସ ପିନ୍ଧିଥିବାରୁ ଭୁଲ ଝିଅକୁ ବିବାହ କଲେ ବର। କନ୍ୟାର ଭଉଣୀ ସହ ନେଲେ ସାତ ଫେରା। ଘରକୁ…