ବରିପଦାର ବାବା ମଣ୍ଡଳେଶ୍ୱର ମହାଦେବଙ୍କ ମହା ଆଡମ୍ବରରେ ପାଳିତ ହୋଇଛି ବିବାହ ଉତ୍ସବ
ମୟୁରଭଞ୍ଜ(କେନ୍ୟୁଜ୍): ବାରିପଦା ଠାରେ ମହା ଆଡମ୍ବରରେ ପାଳିତ ହୋଇଛି ଶିବ ପାର୍ବତୀ ବିବାହ ଉତ୍ସବ। ସ୍ଥାନୀୟ ପୋଲିସ ଲାଇନ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବାବା ମଣ୍ଡଳେଶ୍ୱର ମହାଦେବଙ୍କ ସହ ମାଆ ଅନ୍ନପୂର୍ଣ୍ଣେଶ୍ୱରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ଓ ଉତ୍କଳୀୟ ପରମ୍ପରାରେ…