Browsing Tag

sitala sasthi puja

ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା, ଗତକାଲି ହେଲାନି…

ଭୁବନେଶ୍ବର(କେନ୍ୟୁଜ୍‌): ଆଶଙ୍କାରେ ପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା। ଗତକାଲି ହୋଇପାରିଲାନି ମଙ୍ଗନ। ବ୍ରାହ୍ଣଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଥିଲା। ମଙ୍ଗନ ହୋଇନଥିବାରୁ ଶିବ ବିବାହ ହେବା ନେଇ ଆଶଙ୍କା ଦେଖାଦେଇଛି। ମନ୍ଦିର ଟ୍ରଷ୍ଟ ଓ…

ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ଡି, ଆଜି ଦେବ ନିମନ୍ତ୍ରଣ

ସମ୍ବଲପୁର(କେନ୍ୟୁଜ୍‌): ପାଖେଇ ଆସୁଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ସରିଲା ପତରପେଣ୍ଡି, ଆଜି ଦେବ ନିମନ୍ତ୍ରଣ। ସମ୍ବଲପୁର ନନ୍ଦପଡ଼ାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ବା ନିର୍ବନ୍ଧ ଉତ୍ସବ ଗତକାଲି ରାତିରେ ସମ୍ପନ୍ନ ହୋଇଛି। ଦେବ ଦେବ ମହାଦେବଙ୍କ ମନ୍ଦିରରେ…

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର, ଯାତ୍ରାରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ

ସମ୍ବଲପୁର(କେନ୍ୟୁଜ୍‌): ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବ ମୁଖର ସମ୍ବଲପୁର। ଆଉ ମାତ୍ର ୧୧ଦିନ ପରେ ଆରମ୍ଭ ହେବ ଗତ ଦୁଇ ବର୍ଷ ହେବ ବନ୍ଦ ଥିବା ଶୀତଳ ଷଷ୍ଠୀ ଯାତ୍ରା । ଚଳିତ ବର୍ଷ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଯାତ୍ରାକୁ କିପରି ଶୃଙ୍ଖଳିତ କରାଯିବ ତାକୁ ନେଇ ବିଭିନ୍ନ ପୂଜା…

ଘଣ୍ଟ,ଶଙ୍ଖ ବାଜା ଓ ବାଣରେ ପ୍ରକମ୍ପିତ ହେଉଛି ବରଗଡ ଜିଲ୍ଲା ବରପାଲି ସହର: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳଉଠା ପର୍ବ…

ବରଗଡ(କେନ୍ୟୁଜ): ପବିତ୍ର ଅକ୍ଷୟ ତୃତୀୟା ଦିନ ଥାଳଉଠା ପର୍ବ ସହ କନ୍ଯା ପିତାମାତା ଚୟନ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ ହୋଇଛି ବରଗଡ ଜିଲ୍ଲା ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟପର୍ବ । ଦୀର୍ଘ ଦୁଇବର୍ଷ କରୋନା କଟକଣା ପରେ ପୁଣି ଥରେ ବାବା କପିଳେଶ୍ବର ଏବଂ ମାତା ପାର୍ବତୀଙ୍କ ବିବାହ…

ଆଉ ଦିନ କେଇଟା ପରେ ସମ୍ବଲପୁରରେ ହେବ ଶୀତଳ ଷଷ୍ଠୀ, ଏବେଠୁ ହେଲାଣି ଚଳଚଞ୍ଚଳ

ସମ୍ବଲପୁର (କେନ୍ୟୁଜ) : ଆଉ ଦିନ କେଇଟା ପରେ ସମ୍ବଲପୁରରେ ହେବ ଶୀତଳ ଷଷ୍ଠୀ । ଏଥିପାଇଁ ବିଭିନ୍ନ ପୂଜା କମିଟି ସମେତ କନ୍ୟା ମାତା ପିତାଙ୍କ ଘର ବେଶ ଚଳଚଂଚଳ ହେବାରେ ଲାଗିଛି । ଆଜି ନନ୍ଦପଡ଼ା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି। ନନ୍ଦପଡ଼ା ପୂଜା କମିଟି ପକ୍ଷରୁ ସନ୍ଧ୍ୟାରେ ଦେବ…

ବରଗଡ଼: ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ବରପାଲି ସହର

ବରଗଡ଼(କେନ୍ୟୁଜ୍): ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ବରଗଡ଼ ଜିଲ୍ଲାର ବରପାଲି ସହର । ଘଣ୍ଟଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ସାରା ପରିବେଶ । ପ୍ରଥମ ଦିନରେ ପ୍ରଭୂ ନଟରାଜଙ୍କ ମୂର୍ତ୍ତି ସ୍ଥାପନ ପରେ ବାବା କପିଳେଶ୍ୱରଙ୍କ ପତରପେଣ୍ଡି ଅନୁଷ୍ଠିତ ହୋଇଛି । ୭ ଦିନ ଧରି ଚାଲିଥିବା ବରପାଲି ଶିତଳ…