ଅଜିତ ପାଓ୍ଵାର ତାଙ୍କ ବିଧାୟକଙ୍କ ସହ ଶିବସେନାରେ ଯୋଗଦେଲେ ସିନ୍ଧେ ସେନା ଛାଡିଦେବେ : ଶିବସେନା ମୁଖପାତ୍ର ସଂଜୟ ଶିରସତ
ମୁମ୍ବାଇ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ବରିଷ୍ଠ ନେତା ଅଜିତ ପାଓ୍ଵାର ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ଦିନିକିଆ ସମ୍ମିଳନୀରେ ମଧ୍ୟ ଶ୍ରୀ ପାଓ୍ଵାର ଯୋଗ ଦେଇ ନାହାଁନ୍ତି । ତେବେ ଏହାକୁ ଶ୍ରୀ ପାଓ୍ଵାର ନିଜର କାର୍ଯ୍ୟ…