୬ଟି ଆଙ୍ଗୁଠି ଥିବା ଲୋକମାନେ ହୋଇଥାନ୍ତି ଭାଗ୍ୟଶାଳୀ, ଜାଣନ୍ତୁ କଣ କହିଥାଏ ହସ୍ତରେଖା
ହସ୍ତରେଖା ଜ୍ୟୋତିଷ ଅନୁସାରେ ୬ଟି ଆଙ୍ଗୁଠି ଥିବା ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । କିଛି ଲୋକଙ୍କର ହାତର ଛୋଟ ଆଙ୍ଗୁଳି ପାଖରେ ଏହି ଆଙ୍ଗୁଠି ରହିଥିବା ବେଳେ ଅନ୍ୟ କିଛି ଲୋକଙ୍କର ଆଙ୍ଗୁଠି ସହ ଯୋଡି ହୋଇ ରହିଥାଏ । ଏହାସହିତ କିଛି ଲୋକଙ୍କର ଗୋଡ଼ରେ ମଧ୍ୟ ୬ଟି ଆଙ୍ଗୁଠି ରହିଥାଏ ।…