ପବିତ୍ର ତୀର୍ଥ ସ୍ଥଳୀ ପ୍ରୟାଗରାଜରେ ରକ୍ତର ଛିଟା, ୧୨ ଘଣ୍ଟାରେ ଗଡିଲା ୬ଟି ମୁଣ୍ଡ
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଗତ ରବିବାର ଦିନ ତିନୋଟି ଅଲଗା ଅଲଗା ସ୍ଥାନରେ ଛଅ ଲୋକଙ୍କର ହତ୍ୟାରେ ପୁରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ପ୍ରଥମେ ଧୂମନଗଞ୍ଜ ଥାନା ଅଞ୍ଚଳରେ ଚୌଫଟକା ପୋଲ ତଳେ ତିନୋଟି ଲୋକଙ୍କୁ ଗୁଳି କରି ହତ୍ୟା କରିବାର ଖବର ଶୁଣିବାକୁ ମିଳିଥିଲା। ଏହାପରେ ଥରଭଇ ଥାନା…