ସ୍କେଟିଂ ସମୟରେ ଚଷମା ଓ ଟାଇଟ ପୋଷାକ କାହିଁକି ବ୍ୟବହାର କରାଯାଏ ?
ଆପଣ ଦେଖିଥିବେ ଅନେକଙ୍କୁ ସ୍କେଟିଂରେ ଭାଗ ନେଉଥିବାର । ବିଶେଷକରି ଅଲମ୍ପିକ୍ସ ଗେମ୍ସରେ ଏହା ପ୍ରାୟତ ଦେଖାଯାଏ ଯେ ବରଫରେ ସ୍କେଟିଂ କରୁଥିବା ଖେଳାଲୀମାନେ ଗଗଲ ଓ ଟାଇଟ ଡ୍ରେସ ପିନ୍ଧିଥିବାର । ଏମିତି କୁହାଯାଏ କି ବରଫରେ ସ୍କେଟିଂ କରୁଥିବା ଖେଳାଳୀଙ୍କ ପାଇଁ ଚଷମା ପିନ୍ଧିବା ଆବଶ୍ୟକ ।…