ପୋଲ ତଳୁ ମିଳିଛି ଏମିତି ଜିନିଷ ଯାହାକୁ ଦେଖି ସ୍ଥାନୀୟ ଲୋକ ଛାନିଆ
ବାସୁଦେବପୁର: ଜମିଛି ଗହଳି । ସମସ୍ତେ ଭୟବିତ । କେମିତି ଆସିଲା ଏସବୁ ଜିନିଷ । ପ୍ରଥମେ ଦେଖୁ ଦେଖୁ ତ ଭୟରେ ଲୋକେ ଦୌଡ଼ି ପଳାଇଥିଲେ । ହେଲେ ପୋଲିସ୍ ପହଁଚିବା ପରେ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଗହଳି ଜମିଥିବା ଦେଖିବାକୁ ମିଳିଥିଲା । କିଏ, କାହିଁକି, କିପରି, କେଉଁଠୁ ଆସିଲା ଏସବୁ ।…