Browsing Tag

skeleton found

ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି (କେନ୍ୟୁଜ): ତୁରେକେଲା ଥାନା ମହନିଲହ ଗାଁ ପାଖ ବେଳବାଞ୍ଜି ଜଙ୍ଗଲ ଭିତରୁ ଉଦ୍ଧାର ହେଲା ନର କଙ୍କାଳ। ନର କଙ୍କାଳ କାହାର ତାହା ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓ ଲକ୍ଷ୍ମୀନାରାୟନ ମାରାଣ୍ଡି ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ମହନୀଲହ…

ପାଇଖାନା ଟାଙ୍କିରୁ ମିଳିଥିବା କଙ୍କାଳକୁ ନେଇ ବଢୁଛି ସସପେନ୍ସ : DNA ଟେଷ୍ଟ ପରେ ଜଣାପଡିବ ସତ

ଝାରସୁଗୁଡା(କେନ୍ୟୁଜ୍‌) :  ପ୍ରାୟ ଗତ ତିନି ବର୍ଷ ଧରି ନିଖୋଜ ଥିବା ଜଣେ ବ୍ଯକ୍ତିଙ୍କ ନରକଙ୍କାଳ ଜବତ କରିଛି ପୋଲିସ। ଏଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବନ୍ଧବାହାଲ ଶିଳ୍ପାଞ୍ଚଳରେ। ମୃତକ ହେଉଛନ୍ତି ଡମ୍ବରୁଧର ପାତ୍ର(୩୯)। ରବିବାର ପୋଲିସ…

ବଣାଇ: ମୁଣ୍ଡା ବସ୍ତିର ଶୌଚାଳୟ ସେପ୍ଟି ଟାଙ୍କିରୁ ନର କଙ୍କାଳ ଉଦ୍ଧାର

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ ଜିଲ୍ଲା କୋଇଡା କୋଇଡା ଥାନା ଅନ୍ତର୍ଗତ ପାଟ ମୁଣ୍ଡା ପଞ୍ଚାୟତ ମୁଣ୍ଡା ବସ୍ତିର ଶୌଚାଳୟର ସେପ୍ଟି ଟାଙ୍କିରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି। ନରକଙ୍କାଳଟି କୌଣସି ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଛି। ଏହା କୋଉଠୁ ଆସିଲା, କେମିତି ଆସିଲା ଏବେ ସନ୍ଦେହ…

୩ ହଜାର ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମିଳିଲା ନରକଙ୍କାଳ, ଏମିତି ହୋଇଥିଲା ଯନ୍ତ୍ରଣାଦାୟକ ମୃତ୍ୟୁ

ପ୍ରତ୍ନତତ୍ତ୍ୱବିଦ୍‌ ଏକ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ ପ୍ରାୟ ୩,୦୦୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତି ସାର୍କ ଆକ୍ରମଣର ଶିକାର ହୋଇଥିଲେ, ଯେଉଁ କାରଣରୁ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଥିଲା। ସାର୍କ ତାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା। ଅକ୍ସଫୋର୍ଡର…

ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣା: ମୃତକ ଖଣ୍ଡରା ଗାଁର ଶରତ ରାଉତଙ୍କ ଝିଅ

ଯାଜପୁର: ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ, ଖଣ୍ଡରା ଗାଁ ଶରତ ରାଉତଙ୍କ ଝିଅ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ତାର ଶେଷକୃତ୍ୟ ସଂପନ୍ନ ପାଇଁ ନରକଙ୍କାଳକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରାୟ ୩ ମାସ ତଳେ ଶରତଙ୍କ ଝିଅ ଘରୁ ନିଖୋଜ ହୋଇଥିବା…

ଯାଜପୁର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ନର କଙ୍କାଳ ଠାବ

ଯାଜପୁର ଟାଉନ : ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର କପିଳେଶ୍ୱର ଗ୍ରାମରେ ଥିବା ଏକ ପୋଖରୀରୁ ନର କଙ୍କାଳ ଠାବ କରାଯାଇଛି। ଖବର ଜଣାପଡିବା ପରେ ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ଏହି କଙ୍କାଳଟି କାହାର ବୋଲି ଜଣାପଡ଼ିନାହିଁ। କିନ୍ତୁ ବେକରେ ଏକ ଓଢଣୀ ବନ୍ଧା…

ଯାଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣାରେ ଏନଏଚଆରସିଙ୍କ ନୋଟିସ୍, ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ମିଳିଥିବା କଙ୍କାଳ ସ୍ଥାନୀୟ ଅଞ୍ଚଳର ଗୀତା ବାୟାଣୀଙ୍କ ବୋଲି ଚର୍ଚ୍ଚା ହେଉଛି । ୬ ମାସ ହେବ ଗୀତା ବାୟାଣୀଙ୍କ କୌଣସି ପତ୍ତା ନାହିଁ । ଆଜି ମହିଳା ଥାନା ଅଧିକାରୀ…

ଭୁବନେଶ୍ୱର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ କଙ୍କାଳ ଉଦ୍ଧାର

ଭୁବନେଶ୍ୱର : ପଲିଥିନ୍‌ରୁ ମିଳିଲା ମଣିଷ କଙ୍କାଳ। ଭୁବନେଶ୍ୱର ନୟାପଲ୍ଲୀ IRC ଭିଲେଜ ହାଇସ୍କୁଲ ପଛପଟୁ କଙ୍କାଳ ଉଦ୍ଧାର କରାଯାଇଛି। ୫ଟି ପଲିଥିନ୍‌ରେ ମଣିଷ କଙ୍କାଳ ଫିଙ୍ଗାଯାଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ଆଜି ସକାଳୁ ଖପୁରୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଓ…