Browsing Tag

skeleton rescued

ବଣାଇ: ମୁଣ୍ଡା ବସ୍ତିର ଶୌଚାଳୟ ସେପ୍ଟି ଟାଙ୍କିରୁ ନର କଙ୍କାଳ ଉଦ୍ଧାର

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ ଜିଲ୍ଲା କୋଇଡା କୋଇଡା ଥାନା ଅନ୍ତର୍ଗତ ପାଟ ମୁଣ୍ଡା ପଞ୍ଚାୟତ ମୁଣ୍ଡା ବସ୍ତିର ଶୌଚାଳୟର ସେପ୍ଟି ଟାଙ୍କିରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି। ନରକଙ୍କାଳଟି କୌଣସି ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଛି। ଏହା କୋଉଠୁ ଆସିଲା, କେମିତି ଆସିଲା ଏବେ ସନ୍ଦେହ…

ଜଳେଶ୍ୱର : ପୋଖରୀରୁ ବାହାରୁଛି ଗଦା ଗଦା କଙ୍କାଳ, ଆତଙ୍କରେ ଗାଁ ଲୋକେ

ଜଳେଶ୍ୱର (କେ ନ୍ୟୁଜ୍‌) : ଗାଁ ମୁଣ୍ଡରେ ଏମିତି କିଛି ଘଟଣା ଘଟିଛି ଯେ ଏବେ ସାରା ଗାଁ ଭୟରେ ଥରୁଛି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପୁଟୁରା ଗାଁରେ ଥିବା ବଡ ପୋଖରୀରୁ ବାହାରିଛି ଭୟଙ୍କର ଜିନିଷ । ଏହାକୁ ଖୋଳିବା ବେଳେ ମାଟିତଳୁ ବାହାରୁଛି ଖାଲି ନରକଙ୍କାଳ, ମଣିଷ ଖପୁରୀ ଓ…