Browsing Tag

Skeleton

ନିର୍ମାଣାଧୀନ ପାଣି ଟାଙ୍କିରୁ କଙ୍କାଳ ଉଦ୍ଧାର, ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ଚର୍ଚ୍ଚା

ଯାଜପୁର ଟାଉନ : ଯାଜପୁରରେ ଚାଞ୍ଚଲ୍ୟ। ନିର୍ମାଣାଧୀନ ପାଣିଟାଙ୍କିରୁ କଙ୍କାଳ ଉଦ୍ଧାର। ସଦର ଥାନା ନିଶ୍ଚନ୍ତା ଗାଁରେ ନବନିର୍ମିତ ପାଣିଟାଙ୍କିରୁ କଙ୍କାଳ ଉଦ୍ଧାର ହେବା ପରେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। କଙ୍କାଳ କୌଣସି ମଣିଷ ନା ପଶୁର ତାହା ସ୍ପଷ୍ଟ…

ମୃତ୍ୟୁ ବି କରିପାରିନଥିଲା ଅଲଗା, ୧୫୦୦ ବର୍ଷ ପୁରୁଣା ପ୍ରେମୀ ଯୁଗଳଙ୍କ କଙ୍କାଳ ଉଦ୍ଧାର

ଇତିହାସର ପୃଷ୍ଠାରେ ସାହିତ୍ୟ, କଳା ଓ ସଙ୍ଗୀତ ଜରିଆରେ ଶ୍ବାଶତ ପ୍ରେମ ସମ୍ପର୍କରେ ଅନେକ ଉଦାହରଣ ରହିଛି। କିନ୍ତୁ ଚୀନ୍‌ରେ ପ୍ରେମର ଯେଉଁ ପ୍ରତୀକ ଦେଖିବାକୁ ମିଳିଛି ତାକୁ ଦେଖି ରିସର୍ଚ୍ଚରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପରସ୍ପରର ହାତ ଧରି ମିଳିଥିବା ଦୁଇଟି କଙ୍କାଳରୁ ଏହା ଜଣାପଡିଛି।…

ବଣାଇ: ମୁଣ୍ଡା ବସ୍ତିର ଶୌଚାଳୟ ସେପ୍ଟି ଟାଙ୍କିରୁ ନର କଙ୍କାଳ ଉଦ୍ଧାର

ବଣାଇ(କେନ୍ଯୁଜ୍): ସୁନ୍ଦରଗଡ ଜିଲ୍ଲା କୋଇଡା କୋଇଡା ଥାନା ଅନ୍ତର୍ଗତ ପାଟ ମୁଣ୍ଡା ପଞ୍ଚାୟତ ମୁଣ୍ଡା ବସ୍ତିର ଶୌଚାଳୟର ସେପ୍ଟି ଟାଙ୍କିରେ ଏକ ନର କଙ୍କାଳ ଦେଖିବାକୁ ମିଳିଛି। ନରକଙ୍କାଳଟି କୌଣସି ଜଣେ ମହିଳାଙ୍କର ବୋଲି ଅନୁମାନ କରାଯାଉଛି। ଏହା କୋଉଠୁ ଆସିଲା, କେମିତି ଆସିଲା ଏବେ ସନ୍ଦେହ…

ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣା: ମୃତକ ଖଣ୍ଡରା ଗାଁର ଶରତ ରାଉତଙ୍କ ଝିଅ

ଯାଜପୁର: ଯାଜପୁର ସଦର ଥାନା କପିଳେଶ୍ୱର ଗାଁ ପୋଖରୀରୁ ଉଦ୍ଧାର ହୋଇଥିବା ନରକଙ୍କାଳ, ଖଣ୍ଡରା ଗାଁ ଶରତ ରାଉତଙ୍କ ଝିଅ ବୋଲି ସ୍ପଷ୍ଟ ହୋଇଛି। ଗତକାଲି ତାର ଶେଷକୃତ୍ୟ ସଂପନ୍ନ ପାଇଁ ନରକଙ୍କାଳକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ପ୍ରାୟ ୩ ମାସ ତଳେ ଶରତଙ୍କ ଝିଅ ଘରୁ ନିଖୋଜ ହୋଇଥିବା…

ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣା: ପ୍ରେମ ଜନିତ ହତ୍ୟା ନେଇ ଥାନାରେ ଏତଲା

ଯାଜପୁର(କେନ୍ୟୁଜ୍):   ଯାଜପୁର କପିଳେଶ୍ୱର ଗାଁ ପୋଖରୀରୁ ନରକଙ୍କାଳ ଉଦ୍ଧାର ଘଟଣାରେ ପରିବାର ପକ୍ଷରୁ ଯାଜପୁର ଥାନାରେ ଦିଆଗଲା ଏତଲା । ଗତ ୮ ତାରିଖରେ କପିଳେଶ୍ୱର ଗାଁ ପୋଖରୀରୁ ଏକ ନରକଙ୍କାଳ ଉଦ୍ଧାର ହୋଇଥିଲା । ଆଖପାଖ ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ବେଳେ ଖଣ୍ଡରା ଗାଁର ଅହଲ୍ୟା…

ଯାଆଁଳା ଫାଣ୍ଡି ପରିସର କାର ଭିତରୁ କଙ୍କାଳ ମିଳିବା ଘଟଣା, ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର!

ଭୁବନେଶ୍ବର: ଯାଆଁଳା ଫାଣ୍ଡି ପରିସର କାର ଭିତରୁ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏନେଇ ପୋଲିସ କମିସନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି । ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ଲଗାଇଥିଲା…

ଯାଁଳା ଫାଣ୍ଡିରୁ କଙ୍କାଳ ମିଳିବା ଘଟଣାରେ ଏନଏଚଆରସିଙ୍କ ନୋଟିସ୍, ୮ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଯାଁଳା ଫାଣ୍ଡି ପରିସରରେ ଜବତ କାରରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ପୋଲିସ ହାତରେ ଲାଗିଛି ସୁରାକ । ମିଳିଥିବା କଙ୍କାଳ ସ୍ଥାନୀୟ ଅଞ୍ଚଳର ଗୀତା ବାୟାଣୀଙ୍କ ବୋଲି ଚର୍ଚ୍ଚା ହେଉଛି । ୬ ମାସ ହେବ ଗୀତା ବାୟାଣୀଙ୍କ କୌଣସି ପତ୍ତା ନାହିଁ । ଆଜି ମହିଳା ଥାନା ଅଧିକାରୀ…

ବିହାରରେ ହସ୍ପିଟାଲ ପଛପଟୁ ବାହାରୁଛି ଶତାଧିକ ନରକଙ୍କାଳ, ଲୋକେ ଆତଙ୍କିତ

ବିହାର: ଦିନକୁ ଦିନ ବିହାରରେ ଶିଶୁମାନଙ୍କ ମସ୍ତିଷ୍କ ଜ୍ବରରେ  ମୃତ୍ୟୁ ସଂଖ୍ୟା ଯେପରି ଭାବେ  ବଢିଚାଲିଛି ତାହା ସମଗ୍ର ଦେଶ ପାଇଁ ଉଦବେଗ ପରିସ୍ଥିତି ସୃଷ୍ଟି କରିଛି । ପରିସ୍ଥିତ ଏଭଳି ହୋଇଛି ଯେ, ସରାଭାରତରେ ଏହି ଖବର ବ୍ୟାପିଯାଇଛି। ତେବେ ଏହି ମସ୍ତିଷ୍କ ଜ୍ବରରେ ଶିକାର ହୋଇ ଶିଶୁମୃତ୍ୟୁ…

ଗଂଜାମ : ପୋଖରୀରୁ ମିଳିଲା କଙ୍କାଳ, ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ

ଗଂଜାମ : ପୋଖରୀରୁ ମିଳିଲା କଙ୍କାଳ । ଅଖାରେ ବନ୍ଧା ହୋଇ ରହିଥିବା ଅବସ୍ଥାରେ ଉଦ୍ଧାର କଲେ ଗ୍ରାମବାସୀ । ଏପରି ଏକ ଅଭାବନୀୟକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଗୁହାଳପୁର ଗାଁ ରେ । ମୃତକ ଜଣଙ୍କ ହେଲେ କାଳୁ ପ୍ରଧାନ । ଦୀର୍ଘ ଦେଢ ବର୍ଷ ହେଲା କାଳୁ ନିଖୋଜ ଥିଲେ ବୋଲି କହିଛନ୍ତି…