Browsing Tag

skeletons found

ଦମ୍ପତିଙ୍କ ୧୦୦୦ ବର୍ଷ ପୁରୁଣା କବର ଖନନ, ମହିଳାଙ୍କ ମୁଣ୍ଡ ଖପୁରୀରେ ନାହିଁ ଗୋଟିଏ ବି ହାଡ଼!

ବେଳେବେଳେ ଇତିହାସ ସହ ଜଡ଼ିତ ଏମିତି କିଛି ଜିନିଷ ମିଳେ, ଯାହା କାହାକୁ ବି ଆଶ୍ଚର୍ଯ୍ୟ କରିଦିଏ। ଇତିହାସ ଅତ୍ୟନ୍ତ ରୋଚକ ହୋଇଥାଏ। ନିକଟରେ ପ୍ରତ୍ନତତ୍ତ୍ୱବିଦ୍‌ମାନଙ୍କୁ ୧୦୦୦ ବର୍ଷ ପୁରୁଣା ଏକ ଦମ୍ପତିଙ୍କ ଅବଶେଷ ମିଳିଛି, ଯାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଆଶ୍ଚର୍ଯ୍ୟର କାରଣ…

ପରିତ୍ୟକ୍ତ ଅଖାରୁ ନର କଙ୍କାଳ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ମୁକ୍ତିଆମ୍ବ ନିକଟରୁ ଏକ ନର କଙ୍କାଳ ଉଦ୍ଧାର କରାଯାଇଛି। ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ଏକ ବସ୍ତାରେ ନର କଙ୍କାଳ ଉଦ୍ଧାର କରାଯାଇଛି। ନର କଙ୍କାଳଟି ସମ୍ପୂର୍ଣ୍ଣ ଶରୀରର ହୋଇଥିବାରୁ ମୃତ ଦେହକୁ ବସ୍ତାରେ ଭର୍ତ୍ତି କରି ୩/୪…

ଗଜପତି: ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ, ପ୍ରାଥମିକ ତଦନ୍ତରୁ ଜଣେ ୩୮ବର୍ଷୀୟା ମହିଳାଙ୍କ ବୋଲି କରାଯାଉଛି ସନ୍ଦେହ

ଗଜପତି: ଗଜପତି ଜିଲ୍ଲା ଗାରବନ୍ଧ ଥାନା ଅନ୍ତର୍ଗତ କଇଁପୁର ପଞ୍ଚାୟତର ଏକ ଜଙ୍ଗଲରେ ନର କଙ୍କାଳର ସନ୍ଧାନ ପାଇଛି ପୋଲିସ । ତେବେ ଉକ୍ତ ନର କଙ୍କାଳ ୩୮ ବର୍ଷିୟ ଜଣେ ମହିଳାଙ୍କ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । କାରଣ ଗତ ସେପ୍ଟେମ୍ବର ମାସରେ ମହିଳା ଜଣକ ନିଖୋଜ ଥିବା ନେଇ…

ଉତ୍ତରାଖଣ୍ଡରେ ସର୍ଚ୍ଚ ଅପରେସନ୍‌ ସମୟରେ ମିଳିଲା ୪ ମାନବ କଙ୍କାଳ, ତନାଘନା ଜାରି

ରବିବାର ଦିନ ଉତ୍ତରାଖଣ୍ଡ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF) ଟିମ୍‌ ଦ୍ୱାରା କେଦାରନାଥ ଅଭିମୁଖେ ଯାଉଥିବା ବିଶ୍ୱାସଘାତକ ପର୍ବତ ମାର୍ଗରେ ମିଳିତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଚାରି ଜଣ ମାନବ କଙ୍କାଳ ମିଳିଛି। ସୂଚନା ମୁତାବକ ୨୦୧୩ କେଦାରନାଥ ଫ୍ଲାସ ବନ୍ୟା ପରେ…