କଙ୍କାଳ କହୁଛି କାହାଣୀ
ହିସାର : ସାଢ଼େ ୪ ହଜାର ବର୍ଷର ପ୍ରାଚୀନ ମଣିଷ କଙ୍କାଳ । ଡିଏନ୍ଏ ପରୀକ୍ଷା ପରେ କହୁଛି ଇତିହାସର ଅନେକ କାହାଣୀ । ଭାରତୀୟ ପ୍ରତ୍ନତତ୍ବ ବିଭାଗ ପକ୍ଷରୁ ହରିଆଣାର ହିସାର ଅଞ୍ଚଳରେ ଥିବା ରାଖିଗଢ଼ି ଠାରେ ଖନନ କରାଯିବା ବେଳେ ଉଦ୍ଧାର କରାଯାଇଥିଲା । ଏହି କଙ୍କାଳ ହରପ୍ପା ସଭ୍ୟତା ବେଳର । ତିନି…