ବର୍ଷା ଦିନରେ ନିଜ ଚର୍ମ ପ୍ରତି ରୁହନ୍ତୁ ଅଧିକ ସତର୍କ, ନଚେତ୍ ଭୋଗିବାକୁ ପଡ଼ିବ ଆଲର୍ଜି ସମସ୍ୟା
ଚର୍ମ ହେଉଛି ମାନବ ଶରୀରର ସମସ୍ତ ଅଙ୍ଗ ମଧ୍ୟରୁ ସବୁଠାରୁ ବଡ଼ ଅଂଶ । ଶରୀର ଭିତରକୁ ଯାହା ବି କିଛି ପ୍ରବେଶ କରେ ତାହା ଏଥିରେ ପ୍ରତିଫଳିତ ହୁଏ ଏବଂ ଆହୁରି ମଧ୍ୟ ଆମ ପରିବେଶରେ ଅତି ସୁକ୍ଷ୍ମାଦି ସୁକ୍ଷ୍ମ ଭାବେ ରହିଥିବା ଅଙ୍ଗପ୍ରତ୍ୟଙ୍ଗ ପାଇଁ ଯାହାସବୁ କ୍ଷତିକାରକ ସେସବୁରୁ ଚର୍ମ ଶରୀରକୁ…