Browsing Tag

skin care beauty tips

ସ୍କିନ ସମସ୍ୟାକୁ ନେଇ ଚିନ୍ତିତ କି? ଏହି ଉପାୟରେ ବ୍ୟବହାର କରନ୍ତୁ ଫିଟିକିରି

ଆପଣମାନେ ଜାଣିଥିବେ ଆଜିକାଲି ପ୍ରାୟତଃ ଲୋକେମାନେ ସ୍କିନ ସମସ୍ୟାକୁ ନେଇ ଚିନ୍ତିତ ରହିଥାନ୍ତି । କେବେ କେବେ ସ୍କିନ୍‌ ଡାର୍କ ହୋଇଯାଏ ତ କେବେ ଡଲ ମଧ୍ୟ ପଡିଯାଏ । ଏହା ବ୍ୟତୀତ ସ୍କିନରେ ଆହୁରି ଅନେକ ସମସ୍ୟା ଦେଖାଯାଏ । ଖରାଦିନ ହେଉ କିମ୍ବା ଶୀତଦିନ ହେଉ ସବୁ ସମୟରେ ଖରାପ ଦେଖାଯାଏ ,…

ସ୍କିନ୍‌ରେ ହୋଇଥିବା ଦାଗ ଯୋଗୁ ଚିନ୍ତିତ କି ? ବ୍ୟବହାର କରନ୍ତୁ ଆଲୋଭେରା ଓ ଫ୍ଲାକ୍ସ ସିଡ୍ସର ଫେସ୍‌ ପ୍ୟାକ୍‌

ସ୍କିନ୍‌ ପାଇଁ ଉଭୟ ଫ୍ଲାକ୍ସ ସିଡ୍ସ ଏବଂ ଆଲୋଭେରା ଅତ୍ୟନ୍ତ ଲାଭଦାୟକ । ଏହା ଏକ ଫ୍ୟାଟି ଏସିଡ୍ ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ସ୍କିନ୍‌ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଛୋଟ ଫ୍ଲାକ୍ସ ସିଡ୍ସ ସ୍କିନ୍‌କୁ ଭିତରରୁ ବାହାରକୁ ପୋଷଣ ଯୋଗାଇଥାଏ ଏବଂ ସ୍କିନ୍‌କୁ ସୁସ୍ଥ ରଖେ ।…

ବ୍ୟବହାର କରନ୍ତୁ କ୍ଷୀରରେ ତିଆରି ଏହି ୩ଟି ଫେସ୍‌ ପ୍ୟାକ୍‌, ଫେରି ପାଇବେ ସ୍କିନ୍‌ର ହଜିଯାଇଥିବା ଚମକ

ବର୍ତ୍ତମାନ ସମୟରେ ଲୋକମାନେ ଅନେକ ପ୍ରକାରର ସ୍କିନ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏପରି ପରିସ୍ଥିତିରେ ସ୍କିନ୍‌ ର କିପରି ଯତ୍ନ ନେବେ ଜାଣିପାରନ୍ତି ନାହିଁ । ଯଦି ଆପଣ ମଧ୍ୟ ନିଜ ସ୍କିନ୍‌ର ହଜିଯାଇଥିବା ଚମକକୁ ଫେରାଇ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣ ସ୍କିନ୍‌ରେ କ୍ଷୀର ସହିତ…

ମହୁ ସହିତ ମିଶାନ୍ତୁ ଏହି ୩ଟି ଜିନିଷ, ଦୂର ହେବ ସ୍କିନ୍‌ର ଅନେକ ସମସ୍ୟା

ଆପଣମାନେ ଜାଣିଥିବେ ଯେ ବହୁତ ପୂର୍ବ ସମୟରୁ ମହୁ ସ୍କିନ୍‌କୁ ଭଲ ରଖିବା ପାଇଁ ବ୍ୟବହାର କରାଯାଏ । ମହୁ ସାହାଯ୍ୟରେ, ଆପଣ ନିଜ ସ୍କିନ୍‌ର ଚମକ ବଢାଇ ପାରିବେ । କେବଳ ଏତିକି ନୁହେଁ, ସ୍କିନ୍‌ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର କରିବାରେ ମହୁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ । ତାହେଲେ ଅସନ୍ତୁ…

ସ୍କିନ୍‌ ପାଇଁ ବହୁ ଉପକାରୀ ତାଳସଜ, ଜାଣନ୍ତୁ କିପରି କରିବେ ବ୍ୟବହାର

ଆପଣମାନେ ନିଶ୍ଚୟ ଭାବେ ତାଳସଜ ବିଷୟରେ ଶୁଣିଥିବେ ଯାହା ବରଫ ପରି ଦେଖାଯାଏ । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ଆପଣ ଏହାକୁ ବ୍ୟବହାର କରି ଆପଣଙ୍କ ଚେହେରାକୁ ସୁନ୍ଦର କରିପାରିବେ । ଯଦି ଆପଣ ମଧ୍ୟ ମୁହଁରେ ପିମ୍ପଲ୍ ଏବଂ ଦାଗ ଯୋଗୁ…

ମସୁର ଡାଲିରେ ତିଆରି କରନ୍ତୁ ବଡି ସ୍କ୍ରବ୍, ସ୍କିନ୍‌ ପାଇଁ ହେବ ବେଶ୍‌ ଲାଭଦାୟକ

ଆଜି କାଲି ଲୋକମାନେ ସୁନ୍ଦର ଦେଖା ଯିବା ପାଇଁ ପାର୍ଲର ଯାଉଛନ୍ତି ଏବଂ ଅନେକ ପ୍ରକାରର ପ୍ରଡକ୍ଟ ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଏହି ସବୁ ଜିନିଷରେ ଅଧିକ ଟଙ୍କା ଖର୍ଚ୍ଚା କରିବା ପରିବର୍ତ୍ତେ କିଛି ଘରୋଇ ଉପଚାର ଚେଷ୍ଟା କରିବା ଉଚିତ୍ । କେମିକାଲ ଫ୍ରି ଅର୍ଥାତ୍ ପ୍ରାକୃତିକ ଜିନିଷର…

ଅମୃତଭଣ୍ଡା ଏବଂ କ୍ଷୀରରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌, କିଛି ଦିନରେ ଦୂର ସ୍କିନ୍‌ର ଅନେକ ସମସ୍ୟା

ଅମୃତଭଣ୍ଡା ହେଉଛି ଏକ ଏପରି ଫଳ ଯାହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏପରି ଗୁଣ ଅମୃତଭଣ୍ଡାରେ ମିଳିଥାଏ ଯାହା କେବଳ ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି କରେ ନାହିଁ ବରଂ ସ୍କିନ୍‌ ପାଇଁ ମଧ୍ୟ ବହୁତ ଲାଭଦାୟକ । ମୁହଁରେ ଅମୃତଭଣ୍ଡାରେ ତିଆରି ଫେସ୍ ପ୍ୟାକ୍ ଲଗାଇ ଅନେକ ସମସ୍ୟାର ସମାଧାନ…

ସ୍କିନ୍‌ ପାଇଁ ବେଶ ଉପକାରି ଚାଉଳ ସ୍କ୍ରବ୍‌, ଜାଣନ୍ତୁ କିପରି କରିବେ ତିଆରି

ପ୍ରତିଦିନ ସ୍କ୍ରବ କରିବା ଦ୍ୱାରା ସ୍କିନ୍‌ ଭଲ ରହିଥାଏ । ତେବେ ଲୋକମାନେ ଅନେକ ଜିନିଷ ବାହାରୁ କିଣି ସ୍କ୍ରବ୍‌ କରିବା ପାଇଁ ବ୍ୟବହାର କରନ୍ତି । କିନ୍ତୁ ଅନେକ ଲୋକ ଅଛିନ୍ତି, ଯେଉଁମାନେ ଘରୋଇ ଉପାୟରେ ସ୍କ୍ରବ ତିଆରି କରି ବ୍ୟବହାର କରନ୍ତି । ସ୍କ୍ରବ୍ କରିବା ପାଇଁ ଆପଣ ଚାଉଳ ମଧ୍ୟ…

ପ୍ରତିଦିନ ଖଜୁରୀ ଫେସ୍‌ ପ୍ୟାକ୍‌ ବ୍ୟବହାର କରନ୍ତୁ ସ୍କିନ୍‌ର ଅନେକ ସମସ୍ୟା ହେବ ଦୂର

ଆପଣମାନେ ତ ଜାଣିଥିବେ ଖଜୁରୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ତେବେ ଏହାକୁ ବ୍ୟବହାର କରି ଆପଣ ନିଜ ଚେହେରାକୁ ସୁନ୍ଦର କରିପାରିବେ । ଏହା ଚେହେରାକୁ ଚମକାଇଥାଏ ଏବଂ ଏହାକୁ ହେଲଦି ରଖିଥାଏ । ଏହା ସହ ପିମ୍ପଲ୍ ଦୂର କରିବାରେ ସାହାଯ୍ୟ କରିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଖଜୁରୀକୁ…

ଏହି ୪ଟି ଜିନିଷରେ ଘରେ ତିଆରି କରନ୍ତୁ କାଜଲ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଆଜିକାଲି ମହିଳାମାନେ ନିଜକୁ ସୁନ୍ଦର କରି ସଜାଇବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ଯାହାକୁ ଆମେ ମେକ୍‌ଅପ୍‌ ବୋଲି ମଧ୍ୟ କହିଥାଉ । ତେବେ ଆପଣ ନିଜ ଆଖି ସୁନ୍ଦର ଦେଖାଯିବା ପାଇଁ ନିଶ୍ଚତ ଭାବେ କାଜଲ ଲଗାଉଥିବେ । ମହିଳାମାନେ କାଜଲ ବହୁତ ପୂର୍ବ କାଳରୁ ଲଗାଇଥାନ୍ତି ।…

କଞ୍ଚା ଆଳୁରେ ତିଆରି କରନ୍ତୁ ଫେସ୍‌ ପ୍ୟାକ୍‌ ଓ ସ୍କ୍ରବ୍‌, ଅନେକ ସ୍କିନ୍‌ ସମସ୍ୟା ହେବ ଦୂର

ଆଜିକାଲି ଲୋକମାନେ ବୟସ ବଢିବା ସହିତ ସୁନ୍ଦର ରହିବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ଚେହେରାରୁ ଟ୍ୟାନିଂ ହଟାଇବା ଏବଂ ଦାଗ ଦୂର କରିବା ପାଇଁ ଲୋକମାନେ ଅନେକ ପ୍ରକାରର ଜିନିଷ ଲଗାଉଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆଳୁର ବ୍ୟବହାର ଏଥିପାଇଁ ସବୁଠାରୁ ଭଲ ଉପାୟ…

ପାର୍ଲର ନଯାଇ ସୁନ୍ଦର ଚେହେରା ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ବ୍ୟୁଟି ଟିପ୍ସ

କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ କେମିକାଲ ଯୁକ୍ତ ବ୍ୟୁଟି ପ୍ରଡକ୍ଟ ଅନେକ ଥର ତ୍ୱଚାରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏପରିସ୍ଥଳେ ଆପଣ କିଛି ଘରୋଇ ଟିପ୍ସକୁ ଆପଣାଇ ପାରିବେ । ଆପଣ ପ୍ରାକୃତିକ ଜିନିଷ ବ୍ୟବହାର କରିପାରିବେ । ତେବେ…