Browsing Tag

skin care beauty tips

ଡାର୍କ ସ୍ପଟରୁ ଆରମ୍ଭ କରି ସ୍କିନ ଲାଇଟିଂ ଓ ଏଣ୍ଟି ଏଜିଂ ପାଇଁ ପାନର ଏହି ଟିପ୍ସ ବହୁତ ଲାଭକାରୀ

ପାନ ପତ୍ର ପ୍ରାଚୀନ କାଳରୁ ଘା, କଟା ବା ଚର୍ମ ସହିତ ଜଡିତ ସମସ୍ୟାରେ ପ୍ରୟୋଗ କରାଯାଇଥାଏ । ଆୟୁର୍ବେଦରେ ପାନ ପତ୍ରକୁ ବହୁତ ଉପଯୋଗୀ ମନାଯାଇଥାଏ । ପାନର ତାଜା ରସରେ ଦରଜ ଓ ରକ୍ତ ସ୍ରାବକୁ ରୋକାଯାଇପାରେ । ଏଥିସହିତ ଏହା ବ୍ୟୁଟି ସମ୍ପର୍କିତ ସମସ୍ୟାରେ ମଧ୍ୟ ଚମତ୍କାର କାମ କରିଥାଏ ।…

ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ କଦଳୀ ଫେସ୍‌ ପ୍ୟାକ; ଆଣ୍ଟି-ଏଜିଙ୍ଗ୍‌ ଓ ମଇଶ୍ଚରାଇଜିଙ୍ଗ୍‌ ଗୁଣରେ ଭରପୂର

କଦଳୀ ପେଟ ପାଇଁ ଯେତିକି ଲାଭଦାୟକ ହୋଇଥାଏ, ସେତିକି ସ୍କିନ୍‌ ପାଇଁ। ଏହା ଏମିତି ଏକ ସୁପରଫୁଡ୍‌, ଯାହା ବର୍ଷ ସାରା ମିଳିଥାଏ। ଏଥିରେ ଆକ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। ଏଥି ସହିତ ଏହାର ମଇଶ୍ଚରାଇଜିଙ୍ଗ୍‌ ଗୁଣ ସ୍କିନ୍‌କୁ କୋମଳ ତଥା ମୁଲାୟମ ରଖିଥାଏ। ଅଲଗା ଅଲଗା ତରିକାରେ…

ଚେହେରାରେ ଏହି ଉପାୟରେ ଲଗାନ୍ତୁ ଟମାଟୋ; କିଛି ଦିନ ଭିତରେ ଦୂର ହୋଇଯିବ ସବୁ ସମସ୍ୟା

ଆଜିକା ସମୟରେ ଅନେକଙ୍କଠାରେ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଯାଉଛି। ଏହାକୁ ଦୂର କରିବା ପାଇଁ ଲୋକେ ନାନା ଉପାୟ ମଧ୍ୟ ଆପଣାଉଛନ୍ତି, ହେଲେ କୌଣସିଥିରେ ସୁଫଳ ମିଳିପାରୁ ନାହିଁ। ଚର୍ମ ସମସ୍ୟା ଦୂର କରିବା ପାଇଁ ଅଧିକ ଦାମୀ ପ୍ରଡକ୍ଟ କିମ୍ବା ଦାମୀ ଟ୍ରିଟ୍‌ମେଣ୍ଟ ନେବାର କୌଣସି…

ବେସନ ବ୍ୟବହାର କରି ଏଭଳି ନିଅନ୍ତୁ ତ୍ବଚାର ଯତ୍ନ

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହି ଋତୁରେ ତ୍ୱଚା ଅଧିକ ଶୁଷ୍କ ହେବା ସହ ଏହାର ଚମକ ହ୍ରାସ ପାଇଥାଏ। ଏହା କେବଳ ବ୍ରଣ ଏବଂ ଦାଗର ସମସ୍ୟା ସୃଷ୍ଟି କରେ ନାହିଁ ବରଂ କିଛି ଲୋକଙ୍କ ତ୍ୱଚା ରଙ୍ଗ ମଧ୍ୟ କଳା କରିଥାଏ। ଏଭଳି ଅନେକ ସମସ୍ୟାରୁ ରକ୍ଷା ପାଇବା ପାଇଁ ବେସନ ଖୁବ…

ଘରେ ବନାନ୍ତୁ ହ୍ୟାଣ୍ଡ ମାସ୍କ, ହାତ ଦେଖାଯିବ ସୁନ୍ଦର ଏବଂ ଉଜ୍ୱଳ

ଅଧିକାଂଶ ମହିଳା ଘରର ବିଭିନ୍ନ କାମ କରିବା ପରେ ନିଜ ହାତର ଯତ୍ନ ନେବାକୁ ଭୁଲିଯାଆନ୍ତି। ରୋଷେଇ ପାଇଁ ବାରମ୍ବାର ହାତ ଧୋଇବା, ବାସନକୁସନ ମାଜିବା, ସଫା ପାଇଁ ଡିଟରଜେଣ୍ଟ ଗୁଣ୍ଡ, ବାସନମଜା ସାବୁନ ଇତ୍ୟାଦି ବ୍ୟବହାର କରିବା ଯୋଗୁଁ ହାତ ରୁକ୍ଷ ହୋଇଯାଏ। ଆଉ ଅଧିକାଂଶ ମହିଳାମାନେ ନିଜ ହାତର…

ଏଠାରେ ଚାପୁଡା ଖାଇ ମହିଳା ପାଇଛନ୍ତି ଚମକଦାର ତ୍ୱଚା, ୫୦ ଚାପୁଡା ପରେ ଆସିଥାଏ ଗ୍ଲୋ

ଦୁନିଆର ସବୁ ଲୋକ ନିଜ ସୌନ୍ଦର୍ଯ୍ୟକୁ ପ୍ରାଧାନ୍ୟ ଦିଅନ୍ତି। ପୁଅ ହେଉ ଝିଅ ସମସ୍ତେ ନିଜ ସୁନ୍ଦରତାକୁ ଗୁରୁତ୍ୱ ଦିଅନ୍ତି। ସେଥିପାଇଁ ସୌନ୍ଦର୍ଯ୍ୟ ବଢ଼ାଇବାକୁ ନେଇ ଅନେକ ଉପାୟ ଅଛି ଯାହାକୁ ଆପଣେଇଥାନ୍ତି ଲୋକେ। ତେବେ କଣ ଆପଣ ଜାଣନ୍ତି ସୁନ୍ଦରତା ବଢ଼ାଇବା ପାଇଁ ଦୁନିଆରେ ଏକ ବହୁତ ଅଦ୍ଭୁତ…

ଚମକଦାର ତ୍ୱଚା ପାଇଁ ଚେହେରାରେ ଲଗାନ୍ତୁ ହୋମମେଡ୍‌ ବେସନ କ୍ଲିଞ୍ଜର, ଜାଣନ୍ତୁ ବ୍ୟବହାର କରିବାର ଠିକ୍‌ ଉପାୟ

ବେସନ କେବଳ ଏକ ଖାଇବା ଜିନିଷ ନୁହେଁ, ବରଂ ଏହା ଆପଣଙ୍କ ସ୍କିନ୍‌ ପାଇଁ ମଧ୍ୟ ବେଶ୍‌ ଉପଯୋଗୀ ହୋଇଥାଏ। ସବୁ ପ୍ରକାର ସ୍କିନ୍‌ ପାଇଁ ବେସନ ଫାଇଦାଯୁକ୍ତ ହୋଇଥାଏ। ବାସ୍‌, ଏହାକୁ ଚେହେରାରେ ଆପ୍ଲାଏ କରିବାର ତରିକା ବଦଳାଇବାକୁ ପଡ଼ିଥାଏ। ଯେମିତି କି, ଅଏଲି ସ୍କିନ୍‌ ଥିବା ଲୋକେ ଏଲୋଭେରା…

ତ୍ୱଚା ସମସ୍ୟାରୁ ଛୁଟକାରା ପାଇବା ପାଇଁ ଲାଭଦାୟକ ହୋଇଥାଏ ଲୁଣ ପାଣି, ଏହି ପ୍ରକାରେ କରନ୍ତୁ ବ୍ୟବହାର

ବର୍ତ୍ତମାନ ସମୟରେ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ, ପାଣିପାଗରେ ପରିବର୍ତ୍ତନ, ହର୍ମୋନ୍ସରେ ଅସନ୍ତୁଳନ, ପ୍ରଦୂଷଣ ଏବଂ ଧୂଳି-ମାଟି କାରଣରୁ ତ୍ୱଚା ଖରାପ ହୋଇଯାଉଛି। ଏହା ସଂସ୍ପର୍ଶରେ ଆସି ତ୍ୱଚାରେ ବ୍ରଣ, ନାଲି ବ୍ରଣ, ତ୍ୱଚା ମଳିନ ପଡ଼ିଯିବା, ଚର୍ମ କୁଞ୍ଚନ ଆଦି କେତେକ ସମସ୍ୟା ଦେଖା ଦେଉଛି।…

ସହଜ ଘରୋଇ ଉପାୟ ସାହାଯ୍ୟରେ ନିଜ ତ୍ୱଚାର ରଖନ୍ତୁ ଉତ୍ତମ ଯତ୍ନ

ସ୍କିନ ବା ତ୍ୱଚାକୁ ସଫା ଓ କୋମଳ ରଖିବା ପାଇଁ ଅନେକ ପନ୍ଥା ଆପଣାଉଛନ୍ତି । ସୁସ୍ଥ ତ୍ୱଚା ସମସ୍ତଙ୍କ ପସନ୍ଦ । ଏଥିପାଇଁ ଅନେକ ସ୍କିନ କେୟାର ରୋଟିନ ମଧ୍ୟ ରହିଛି । ଯାହାକୁ ମାନିବା ଦ୍ୱାରା ଆପଣଙ୍କ ସ୍କିନ ଜନିତ ସମସ୍ୟା ଦୂର ହୋଇଯିବ । ତେବେ ଏହି ସମୟରେ ବିୟୁଟି ପାର୍ଲର ଅପେକ୍ଷା ଘରୋଇ…

ଖରା କାରଣରୁ ତ୍ୱଚା କଳା ପଡୁଥିଲେ ଆପଣାନ୍ତୁ ଏହି ୪ଟି ଘରୋଇ ଟିପ୍ସ, ଯାହା ଆପଣଙ୍କ ତ୍ୱଚାକୁ ରଖିବ ଫିଟ୍‌

ସାଧାରଣତଃ ଗରମ ଦିନରେ ସ୍କିନ ଉପରେ ବେଶୀ ଖରାପ ପ୍ରଭାବ ପଡିଥାଏ। ଖରା ପାଇଁ ଲୋକଙ୍କ ସ୍କିନ ଟୋନରେ ଅନେକ ପରିବର୍ତ୍ତନ ଆସେ। ଯାହାକୁ ନେଇ ସମସ୍ତେ ଚିନ୍ତାରେ ପଡନ୍ତି । ପ୍ରତିଦିନ ତାପମାତ୍ରା ବଢ଼ିବା ସହ ଏହାର ପ୍ରଭାବ ସମସ୍ତଙ୍କ ଉପରେ ଦେଖିବାକୁ ମିଳୁଛି। ଖାସ କରି ଯେଉଁମାନେ ବାହାରକୁ…

ମୁହଁରେ ଭୁଲରେ ବି ଲଗାନ୍ତୁନି ଏହି ଜିନିଷ, ନଚେତ ସୁନ୍ଦର ଗୋରା ବଦଳରେ ହୋଇଯିବେ କଳା

ଚେହେରାକୁ ଗ୍ଲୋଇଙ୍ଗ ଏବଂ ଚମକଦାର ବନାଇବା ପାଇଁ ଆମେ ବହୁତ ପ୍ରକାର ଚେଷ୍ଟା କରିଥାନ୍ତି। କିନ୍ତୁ ଅନେକ ଥର ଏକ୍ସପେରିମେଣ୍ଟ କରିବା ଭାରି ପଡିଯାଏ ଏବଂ ତ୍ୱଚା ସୁନ୍ଦର ଗୋରା ହେବା ବଦଳରେ ଖରାପ ହୋଇଯାଏ କଳା ହୋଇଯାଏ। ଏଠାରେ ଜାଣନ୍ତୁ କିଛି ଏମିତି ଜିନିଷ ବିଷୟରେ ଯାହାର ବ୍ୟବହାର କରିବା…

ବାହାଘରକୁ ରହିଲା କି ମାତ୍ର କିଛି ଦିନ, ତେବେ ଚମକଦାର ଏବଂ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଲଗାନ୍ତୁ ଏହି ଉବତନ୍‌

ଚେହେରାରେ ପ୍ରାକୃତିକ ଚମକ ଆପଣଙ୍କ ସୁନ୍ଦରତାକୁ ବଢ଼ାଇବାରେ ଅନେକ ସାହାଯ୍ୟ କରିଥାଏ। ସବୁ ଝିଅ ମାନେ ଚାହାଁନ୍ତି ସେମାନେ ନିଜ ବାହାଘରରେ କମ୍‌ ମେକଅପ୍‌ କରିବାକୁ ଏବଂ ଖାଲି ତାଙ୍କ ଚେହେରାର ଚମକ ସମସ୍ତଙ୍କୁ ଆକର୍ଷଣ କରୁ। ଯଦି ଆଉ କିଛି ଦିନ ପରେ କିମ୍ବା ଆଗାମୀ କିଛି ଦିନ ଭିତରେ ଆପଣଙ୍କ…