ମୁହଁରୁ ତୁରନ୍ତ ଗାୟବ ହୋଇଯିବ ବ୍ରଣ ଦାଗ, ଥରେ ଆପଣାଇ ଦେଖନ୍ତୁ ଏହି ଔଷଧୀୟ ମାସ୍କ
ବ୍ରଣ କାରଣରୁ ମୁହଁରେ କଳାଦାଗ, ଚିହ୍ନ ଏବଂ ଲାଲ ଦାଗ ପଡିଯାଏ। ଆଉ ଦାଗରୁ ମୁକ୍ତି ପାଇବା ସହଜ ହୋଇନଥାଏ, କିନ୍ତୁ ଏହା ଅସମ୍ଭବ ବି ନୁହେଁ। ଅର୍ଥାତ ଆପଣ ଏହି କଳା ଦାଗ, ଚିହ୍ନ ଏବଂ ଲାଲ ଦାଗକୁ ହଟାଇ ବି ପାରିବେ ଏବଂ ଆପଣଙ୍କ ତ୍ୱଚାକୁ ଏକଦମ୍ ସୁନ୍ଦର କରିପାରିବେ। ବ୍ରଣ ଏବଂ ଅନ୍ୟ ଦାଗ…