Browsing Tag

skin

ଏହି ୪ଟି କାରଣ ପାଇଁ ହୋଇଥାଏ ତ୍ବଚା ଖରାପ , ସବୁ ମହିଳା କରନ୍ତି ଏହି ଭୁଲ

ସୁନ୍ଦର ଏବଂ କୋମଳ ତ୍ବଚା ପାଇବାର ଇଛା ସବୁ ମହିଳାଙ୍କର ରହିଥାଏ। ଏଥିପାଇଁ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ ପ୍ରସାଧନୀ ମଧ୍ୟ ବ୍ୟବହାର କରାଯାଇଥାଏ। କିନ୍ତୁ ଏସବୁ ଜିନିଷ ତ୍ବଚାର ଚମକ ବଢ଼ାଇବା ବଦଳରେ ଚେହେରାର ତୋଫାପଣ କମ କରିଥାଏ। ଆପଣ ଜାଣିଛନ୍ତି କି, ନିତିଦିନିଆ କିଛି ଖରାପ…

କେବଳ ଆଖି ନୁହେଁ, ତ୍ୱଚାର ବି ଭୟଙ୍କର କ୍ଷତି କରେ ମୋବାଇଲ୍‌ ରେଡିଏସନ୍‌; ଜାଣନ୍ତୁ ମୁକ୍ତି ପାଇବା ଉପାୟ

ମୋବାଇଲ୍‌, କମ୍ପ୍ୟୁଟର ଓ ଲାପଟପ୍‌ରୁ ବାହାରୁଥିବା ରଶ୍ମି ଆମ ଆଖି ପାଇଁ କ୍ଷତିକାରକ ବୋଲି ତ ଆମେ ଜାଣିଛେ। କିନ୍ତୁ ଏହି ରଶ୍ମି ଯୋଗୁ ଆମ ତ୍ୱଚା ବି ପ୍ରଭାବିତ ହୋଇଥାଏ ବୋଲି ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଇଲେକ୍ଟ୍ରୋନିକ୍‌ ଜିନିଷରୁ ବାହାରୁଥିବା ଏହି ରେଡିଏସନ୍‌ ମାନବ ସମାଜ ସହ…

ତ୍ୱଚାରୁ ଅଦରକାରୀ କେଶ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

ଅଧିକାଂଶ ଲୋକଙ୍କ ଶରୀରରେ ଅତ୍ୟଧିକ କେଶ ଉଠିଥାଏ। ଯାହା ଫଳରେ ଚେହେରାର ସୁନ୍ଦରତା ନଷ୍ଟ ହୋଇଯାଇଥାଏ। ଏନେଇ ଅଧିକାଂଶ ମହିଳାମାନେ ପାର୍ଲର ଯାଇ ଥ୍ରେଡ଼ିଙ୍ଗ୍ କିମ୍ବା କେମିକାଲ ଯୁକ୍ତ କ୍ରିମ ବ୍ୟବହାର କରି ଏହି ସମସ୍ୟା ଦୂର କରିଥାନ୍ତି। କିନ୍ତୁ କିଛି ମହିଳାଙ୍କ ତ୍ବଚା ଵହୁତ ମୂଲାୟମ…

ଓଠ, ଚର୍ମ ଓ ନଖର ରଙ୍ଗ ବଦଳିବା ମଧ୍ୟ କରୋନାର ସଂକେତ ହୋଇପାରେ: ରିସର୍ଚ୍ଚର ଦାବି

ନୂଆଦିଲ୍ଲୀ : କରୋନା ଏହାର ରୂପ ବଦଳାଇବା ସହିତ ଲୋକଙ୍କୁ ସଂକ୍ରମିତ କରିବା ପରେ ଲକ୍ଷଣକୁ କ୍ରମାଗତ ଭାବରେ ବଦଳାଉଛି। ବର୍ତ୍ତମାନ କରୋନା କ୍ଷେତ୍ରରେ, ଆହୁରି କିଛି ନୂତନ ଲକ୍ଷଣ ଦେଖାଯାଉଛି। ଆମେରିକୀୟ ଡାକ୍ତରଙ୍କ କହିବା ଅନୁଯାୟୀ,ଧୂସର ଓଠ, ଚର୍ମ ଓ ନଖ କରୋନାର ନୂଆ ଲକ୍ଷଣର ସଂକେତ ଦେଇଥାଏ…

ତ୍ବଚା ପାଇଁ ଅତ୍ଯନ୍ତ ଲାଭକାରୀ ହୋଇଥାଏ ଭିଟାମିନ-ଇ କ୍ଯାପସୁଲ୍, ଜାଣନ୍ତୁ କିପରି କରିବେ ବ୍ଯବହାର

ଭିଟାମିନ୍-ଇ ଏକ ପ୍ରକାର ଆଣ୍ଟି-ଅକ୍ସିଡେଣ୍ଟ, ଯାହା ଆଖି ହୃଦୟ ଏବଂ ମସ୍ତିଷ୍କ ପାଇଁ ଅନେକ ଲାଭକାରୀ ହୋଇଥାଏ। ଏହାବ୍ଯତୀତ ଭିଟାମିନ-ଇ ଆଣ୍ଟି ଏଜିଂଗ ସମସ୍ଯାରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ। ଆଜ୍ଞା ହଁ ଭିଟାମିନ-ଇ କ୍ଯାପସୁଲ କେବଳ ଆପଣଙ୍କୁ ଯୁବା ରଖିନଥାଏ ବରଂ ଏହାଦ୍ବାରା ଆପଣଙ୍କ…

ଏସିରେ ଅଧିକ ସମୟ ରହୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ କେଶ ଓ ତ୍ୱଚା ଉପରେ…

ଅତ୍ୟଧିକ ଗରମ ହେଲେ ବା ତାପମାତ୍ରା ବଢ଼ିଲେ ଆମେ ସାଙ୍ଗେ ସାଙ୍ଗେ ଏସି ଅନ୍‌ କରିଥାଉ। ଏସିରେ କିଛି ସମୟ ବସିଗଲେ ଶରୀର ଥଣ୍ଡା ହୋଇଯାଏ। ମାତ୍ର ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗରମ ବେଳେ ମାତ୍ର କିଛି ସମୟ ପାଇଁ ଶୀତଳତା ଯୋଗାଉଥିବା ଏସି ଶରୀରର ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।…

ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବା ପାଇଁ ଏହି ଜିନିଷକୁ ଖାଲି ପେଟରେ କରନ୍ତୁ ସେବନ

ଆଜିକାଲି ଆମ ଜୀବନ ଏତେ ବ୍ୟସ୍ତତା ଭିତରେ ଗତି କରୁଛି ଯେ ନିଜ ପାଇଁ ସମୟ ବାହାର କରିବା ସମ୍ଭବ ହେଉନାହିଁ। ସମୟ ଅଭାବରୁ ଖାଦ୍ୟପେୟରେ ମଧ୍ୟ ଅନିୟମିତତା ଦେଖାଦେଉଛି, ଯାହାଫଳରେ ବିଭିନ୍ନ ରୋଗ ହେବାର ଯଥେଷ୍ଟ ସମ୍ଭାବନା ରହୁଛି। ବାହାରେ ପ୍ରଦୂଷଣର ମାତ୍ରା ବି ଦିନକୁ ଦିନ ବଢ଼ିଚାଲିଥିବା ହେତୁ…

ଡ୍ରାଏ ସ୍କିନ ପାଇଁ ଚିନ୍ତିତ ଥିଲେ, ଏହି ୫ଟି ଦିଗ ପ୍ରତି ସତର୍କ ରୁହନ୍ତୁ

ଶୁଷ୍କ ତ୍ୱଚାର ସୁରକ୍ଷା କରିବା ଏତେଟା ସହଜ ନୁହେଁ। ବେଳେ ବେଳେ ଏମିତି ହୁଏ ଯେତେ ମଇଶ୍ଚରାଇଜର,ତେଲ, କ୍ରିମ ଆଦି ବ୍ୟବହାର କଲେ ମଧ୍ୟ ସେମିତି କିଛି ପରିବର୍ତ୍ତନ ଦେଖାଦେଇନଥାଏ । ନଚେତ ଯଦିବା କିଛି ପରିବର୍ତ୍ତନ ଆସିଥାଏ ତାହା ସ୍ୱଳ୍ପ ସମୟ ପାଇଁ । ଋତୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ଶୁଷ୍କ…

ସୁସ୍ଥ ତ୍ୱଚା ପାଇଁ ମସୁର ଡାଲିରେ ପ୍ରସ୍ତୁତ କରନ୍ତୁ ଏହି ୫ ପ୍ରକାର ଫେସ୍‌ ପ୍ୟାକ୍‌, ଦେଖାଯିବେ ଆକର୍ଷଣୀୟ

ଆପଣ ଜାଣିଛନ୍ତି କି? ରୋଷେଇ ଘରୁ ସହଜରେ ମିଳିଯାଉଥିବା ବିଭିନ୍ନ ପ୍ରକାର ଡାଲି ଆପଣଙ୍କ ସୁସ୍ଥ ତ୍ୱଚା ପାଇଁ ଏକ ଉପାଦେୟ ସାମଗ୍ରୀ ଭାବେ କାମ କରିପାରିବ। ବାସ୍‌, ଆପଣ ଖାଲି ଏହାର ବ୍ୟବହାର ଶିଖିଥିଲେ ହେଲା। ମସୁର ଡାଲି, ଚଣା ଡାଲି, ବୁଟ ଡାଲି ଭଳି କେତେକ ଡାଲି ତ୍ୱଚାର ସମସ୍ୟାକୁ ଦୂର…

କ୍ଷୀରରେ ମିଶାନ୍ତୁ ଲୁଣ : ଏପରି ବ୍ୟବହାର କରି ଚମକାନ୍ତୁ ନିଜ ହାତ,ଗୋଡ଼ ଏବଂ ବେକ

ଆମେ ସମସ୍ତେ ନିଜ ଚେହେରାକୁ ନେଇ ସବୁବେଳେ ସଜାଗ ଥାଉ। ଏଥିପାଇଁ ଛୁଟିଦିନରେ ଆମେ ନିଜେ ସ୍କ୍ରବ କରିବାକୁ ପସନ୍ଦ କରିଥାଉ ଏବଂ ବେଳେବେଳେ କ୍ଲିନ ଅପ ମଧ୍ୟ କରିଥାଉ। ସାଧାରଣତଃ ନିଜ ଚେହେରା ପାଇଁ ଆମେ ଯେତିକି ଯତ୍ନବାନ ଥାଉ ସେତିକି ନିଜ ହାତ, ଗୋଡ଼ ଉପରେ ଧ୍ୟାନ ଦେଇନଥାଉ । ସୂର୍ଯ୍ୟଙ୍କ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ବ୍ୟକ୍ତି ଦେଇଥାନ୍ତେ ଅଜଗର ଚମଡାରେ ପ୍ରସ୍ତୁତ ଜୋତା, କିନ୍ତୁ ଏବେ ଭୋଗୁଛନ୍ତି…

ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ଇଦରେ ଉପହାର ଦେବାକୁ ଜଣେ ଜୋତା କାରିଗର ଅଜଗର ଚମଡାରେ ଏକ ହଳ ଜୋତା ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ଜୋତା ଉପହାର ଦେବା ପୁର୍ବରୁ ତାଙ୍କ ଉପରକୁ ଏକ ବଡ଼ ଅସୁବିଧା ଆସିଛି। ଆଜ୍ଞା ହଁ ଉପହାର ଦେବା ପୂର୍ବରୁ ବନ ବିଭାଗ ତାଙ୍କ ବିରୁଦ୍ଧରେ କରିଛି…

ଟ୍ୟାନ୍‌ ପାଇଁ ଟେନସନ୍‌ କି ? ଲଗାନ୍ତୁ ଏହି ହର୍ବଲ ପ୍ୟାକ୍‌, କିଛି ଦିନରେ ଚମକି ଉଠିବ ଚେହେରା

ବର୍ତ୍ତମାନ ସବୁଠାରୁ ବଡ଼ ଚିନ୍ତାର କାରଣ ଖରା । ସୂର୍ଯ୍ୟର ପ୍ରଖର ତାତିରେ ତ୍ୱଚା ଡ୍ରାଏ ହୋଇଯାଏ । ବହୁତ ଲୋକ ଟ୍ୟାନ୍‌ ପାଇଁ ଟେନସନ୍‌ ହୋଇଯାଆନ୍ତି । ଟ୍ୟାନ୍‌ ଯୋଗୁଁ ସ୍କିନ୍‌ କଳା ପଡିଯାଏ । ତେବେ ସ୍କିନ୍‌ କଳା ହୋଇଯିବ ବୋଲି ଘରେ ବସି ତ ରହିହେବନି । ଯଦି ଆପଣଙ୍କ ତ୍ୱଚା ଟ୍ୟାନ୍‌…