Browsing Tag

skincare

କ୍ଷୀରରେ କରନ୍ତୁ ତ୍ୱଚାର ଫେସିଆଲ, ଚମକି ଉଠିବ ଚେହେରା

ଗରମ ଦିନରେ ତ୍ୱଚାର ଯତ୍ନ ନେବା ଚ୍ୟାଲେଞ୍ଜ ହୋଇଥାଏ । କାରଣ ଦିନ ସାରା ତ୍ୱଚା ଖରା ସଂସ୍ପର୍ଶରେ ରହିଥାଏ । ଧୂଆଁ, ଧୂଳି ଏବଂ ଏଥିରୁ ସୃଷ୍ଟି ହେଉଥିବା ଅଠାରୁ ତ୍ୱଚାକୁ ସୁରକ୍ଷା ଦେବା ନିହାତି ଜରୁରୀ । ଏଥିପାଇଁ କିଛି ମହିଳା ଦାମୀ ସ୍କିନ ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଟ୍ୟାନ ଭଳି…

ଶୀତ ଦିନରେ ଡଲ୍‌ ଓ ଡ୍ରାଏ ସ୍କିନ୍‌କୁ କରନ୍ତୁ ବାଏ ବାଏ, ନିଜ ଡାଏଟ୍‌ରେ ଆଡ୍‌ କରନ୍ତୁ ଏହି ତିନୋଟି ବେରିଜ୍‌

ଅନ୍ୟ ସବୁ ଦିନ ଗୁଡିକରେ ଯେତେ ମାତ୍ରାରେ ସ୍କିନ ଖରାପ ହୋଇଥାଏ ଖାସ କରି ଶୀତ ଦିନରେ ଅଧିକ ହୋଇଥାଏ । କାରଣ ଶୀତ ଦିନରେ ସ୍କିନ କୁ ଯେତିକି ମାତ୍ରାରେ ପୋଷଣ ମିଳିବା ଦରକାର ସେତିକି ପୋଷଣ ମାତ୍ରାରେ ମିଳିପାରୁ ନାହିଁ । ଶୀତ ଦିନ ଆସିବା ମାତ୍ରେ ହିଁ ଲୋକେ ନିଜ ଚର୍ମର ଯତ୍ନ ପାଇଁ ଅନେକ…

ଚେହେରାରେ କେବେ ସାଗୁଦାନା ବ୍ୟବହାର କରିଛନ୍ତି କି? ତ୍ୱଚାରେ ଚମକ ପାଇଁ ଆଜି ହିଁ ଲଗାନ୍ତୁ ସାଗୁ ଫେସ୍‌ପ୍ୟାକ୍‌

ସାଗୁ ଆମ ଶରୀର ପାଇଁ ଅତି ଉତ୍ତମ ହୋଇଥାଏ। ଦେଶର ପ୍ରାୟ ସବୁ ଅଞ୍ଚଳରେ ସାଗୁକୁ ବ୍ରେକ୍‌ଫାଷ୍ଟ ଭାବେ ଖିଆଯାଏ। କିନ୍ତୁ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ସାଗୁ ତ୍ୱଚା ପାଇଁ ମଧ୍ୟ ବେଶ୍‌ ଉପକାରୀ। ତ୍ୱଚାର ଚମକ ପାଇଁ ମଧ୍ୟ ଆପଣ ସାଗୁ ବ୍ୟବହାର କରିପାରିବେ। ଚେହେରାକୁ ଚମକଦାର ବନାଇବାକୁ…

ସ୍କିନ୍‌ କେୟାର ବ୍ରାଣ୍ଡରୁ ଫେୟାର ଓ ବ୍ରାଇଟ୍‌ ଭଳି ଶବ୍ଦକୁ ହଟାଇବେ L’Oreal ଓ ଫେୟାର ଆଣ୍ଡ ଲଭ୍‌ଲି

କୃତ୍ରିମ ସୌନ୍ଦର୍ଯ୍ୟ ପ୍ରସାଧନ ନିର୍ମାଣ କରୁଥିବା ଫ୍ରାନ୍ସର କମ୍ପାନୀ ଲୋରିୟଲ ଗ୍ରୁପ୍‌ ଏବେ ତ୍ୱଚା ସମ୍ବନ୍ଧୀୟ ଉତ୍ପାଦରୁ ଶ୍ୱେତ, ଗୋରା ଓ ହାଲକା ଭଳି ଶବ୍ଦ ହଟାଇବାକୁ ନିଷ୍ପତ୍ତି ନେଇଛି। ଏନେଇ କମ୍ପାନୀ ତରଣରୁ ବିଧିବଦ୍ଧଭାବେ ଘୋଷଣା କରାଯାଇଛି। ଗୋଟିଏ ଦିନ ପୂର୍ବରୁ ୟୁନିଲିଭର ମଧ୍ୟ…