Browsing Tag

sleeping habits

ଶୋଇବା ଅଭ୍ୟାସରେ ଆଣନ୍ତୁ ସୁଧାର, ଅଭାବ ରହିବନି ଧନ ଓ ବିଗିଡିବନି ସ୍ୱାସ୍ଥ୍ୟ

ସୁସ୍ଥ ରହିବାକୁ ହେଲେ ଶୋଇବା ଅଭ୍ୟାସ ବି ବଦଳାଇବାକୁ ପଡ଼ିବ । ଶୋଇବା ଅଭ୍ୟାସ ବଦଳିଲେ ଖାଲି ସ୍ୱାସ୍ଥ୍ୟ ନୁହେଁ, ସୌଭାଗ୍ୟ ବି ବଦଳି ପାରେ । ସୂର୍ଯ୍ୟାସ୍ତର ଏକ ପ୍ରହର ଅର୍ଥାତ ପ୍ରାୟ ୩ ଘଣ୍ଟା ପରେ ଶୋଇବା ଉଚିତ୍‌ । ଶୋଇବାର ପ୍ରକାର ଭେଦ ମଧ୍ୟ ରହିଛି । ଲୋକେ ବିଭିନ୍ନ ପୋଜ୍‌ରେ ଶୋଇଥାନ୍ତି…