ମହଙ୍ଗା ପଡିଲା ଯୁବକଙ୍କ ରୋମିଓଗିରି, ଅଶ୍ଲିଳ ଇଙ୍ଗିତ କରି ମହିଳାଙ୍କୁ ଠାରୁ ଖାଇଲେ ଉତ୍ତମ ମଧ୍ୟମ
ଯାଜପୁର ଟାଉନ: ମହିଳାଙ୍କୁ ଅଶ୍ଲିଳ ଇଙ୍ଗିତ କରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ଯାହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗିଛି। ଘଟଣାଟି ହେଉଛି ବ୍ୟାସନଗର ଅଞ୍ଚଳର, ଯେଉଁଠି ସକାଳୁ ପ୍ରାତଃ ଭ୍ରମଣରେ ବାହାରୁଥିବା ମହିଳା ମାନଙ୍କୁ ସ୍ଥାନୀୟ ଝାଟିଆ ସାହିର ସପନ ସିଂହ ଦୀର୍ଘ ୮…