Browsing Tag

small girl injured

ସୁବର୍ଣ୍ଣପୁର : ଅଙ୍ଗନୱାଡି କେନ୍ଦ୍ରରେ ଗରମ ପାଣି ପଡି ଶିଶୁକନ୍ୟା ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍) : ଗରମ ପାଣି ପଡି ଶିଶୁକନ୍ୟା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେଂଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ଏହି ଅଘଟଣ ଘଟିଛି। ଅଙ୍ଗନୱାଡି କେନ୍ଦ୍ରରେ ୩ ବର୍ଷୀୟ ଶିଶୁକନ୍ୟା ଉପରେ ସହାୟିକା ଗରମ ପାଣି ଢାଳି ଦେଇଥିବା ପରିବାର ଲୋକ ଅଭିଯୋଗ…