ସ୍ମଲ ସେଭିଙ୍ଗ ସ୍କିମର ବଢ଼ିଲା ସୁଧ ଦର
ଯଦି ଆପଣ ଛୋଟ ସଞ୍ଚୟ ସ୍କିମ୍ କିମ୍ବା ଛୋଟ ସଞ୍ଚୟ ଯୋଜନାରେ ବିନିଯୋଗ କରୁଛନ୍ତି , ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହାରରେ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଯେଉଁ ଯୋଜନାଗୁଡ଼ିକରେ ସୁଧ ହାର ବୃଦ୍ଧି କରାଯାଇଛି, ତାହା ମଧ୍ୟରୁ ସିନିୟର…