ବିଶ୍ଵର ସବୁଠୁ ଛୋଟ ଦୁର୍ଗା ମୂର୍ତ୍ତି ତିଆରି କଲେ ସତ୍ୟ, ଚକରେ ପ୍ରତିମା କରି ନିଜ ରେକର୍ଡ ନିଜେ ଭାଙ୍ଗିଲେ
ବିଶ୍ଵର ସବୁଠୁ ଛୋଟ ଦୁର୍ଗା ମୂର୍ତ୍ତି ତିଆରି କରିଲେ ସତ୍ୟ । ନିଜ ରେକଡ୍ ନିଜେ ଭାଙ୍ଗିଲେ ବାଲୁକା ଶିଳ୍ପୀ ସତ୍ୟ । ପୂର୍ବରୁ ଛୋଟ କାଠରେ ୧.୩ ସେମିର ମା' ଦୁର୍ଗାଙ୍କ ମୂର୍ତ୍ତି ଓ ଚକରେ ୧ ସେମି ଦୁର୍ଗା ମୂର୍ତ୍ତି, ପଥରରେ ୧.୩ସେମି ମୂର୍ତ୍ତି ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ…