Browsing Tag

smart bandage

ପୁରୁଣା ଓ ଅତି ଗମ୍ଭୀର କ୍ଷତକୁ ଭଲ କରିବ ସ୍ମାର୍ଟ ବ୍ୟାଣ୍ଡେଜ, ରିମୋଟ ଦ୍ୱାରା କ୍ଷତରେ ଦିଆଯିବ ଔଷଧ

ଆମେରିକା ବୈଜ୍ଞାନିକମାନେ ଏକ ଏପରି ସ୍ମାର୍ଟ ବ୍ୟାଣ୍ଡେଜ ପ୍ରସ୍ତୁତ କରିଛନ୍ତି ଯାହା ଅତି ପୁରୁଣା ଓ ଗମ୍ଭୀର କ୍ଷତକୁ ଭଲ ହେବାରେ ସାହାଯ୍ୟ କରିବ । ଏହି ବ୍ୟାଣ୍ଡେଜ ଭିତରେ ଏପରି ସୁତାର ବ୍ୟବହାର କରାଯାଇଛି ଯାହା ୱେୟାରଲେସ ଭାବେ ଔଷଧକୁ କ୍ଷତ ପାଖରେ ପହଞ୍ଚାଇବା ସହିତ ଏହାକୁ ଠିକ କରିଥାଏ ।…