Browsing Tag

smart cities 5g

ପ୍ରଥମେ କେଉଁ ସହରକୁ ମିଳିବ 5G ସର୍ଭିସ ଓ କ’ଣ ରହିବ 5G ପ୍ଲାନର ମୂଲ୍ୟ ଜାଣନ୍ତୁ

ଭାରତରେ ହାଇ ସ୍ପିଡ୍‌ ମୋବାଇଲ ଇଣ୍ଟରନେଟ୍‌ ୫-ଜି ସେବା ଆରମ୍ଭ ହୋଇସାରିଛି। ଏହି ସେବା ପ୍ରାୟ ଅନେକ ସହରରେ ଉପଲବ୍ଧ ହେବ। ଏମିତିକି ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଭଳି ସହରରେ ଆରମ୍ଭ ହୋଇଯାଇଛିି 5G ସେବା। ଦେଶରେ ସର୍ବ ପ୍ରଥମେ Airtel, ୫-ଜି ସୋବାର ଶୁଭାରମ୍ଭ କରିଛି। ଭାରତୀ ଏୟାରଟେଲ…