Browsing Tag

smart city

ସାବଧାନ! ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା, ଲୁଟର ତରିକା ଶୁଣିଲେ ତାଜୁବ ହୋଇଯିବେ

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଦିନ ଦ୍ୱିପହରରେ ରାହାଜାନୀ। ନୂଆ ତରିକାରେ ଲୁଟ। କାର ଚାଳକକୁ ମୋବିଲ ଲିକ୍‌ ହେଉଛି କହି ଗାଡ଼ିରୁ ଝାମ୍ପିନେଲେ ଭାନିଟି ବ୍ୟାଗ। ଲକ୍ଷ୍ମୀସାଗର ଥାନା କଳ୍ପନା ଛକରୁ ଏମିତି ଢଙ୍ଗରେ ୩ହଜାର ଟଙ୍କା ସହ ସୁନା ଗହଣା, ଦାମୀ ମୋବାଇଲ ଓ କାଗଜପତ୍ର ଲୁଟିଛନ୍ତି…

୧ ବର୍ଷରେ ପାଦ ଥାପିଲା ‘‘ମୋ ବସ୍‌’’, ଅନେକ ସୁବିଧା ଥିବା ସତ୍ତ୍ୱେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି ଏହି…

ଭୁବନେଶ୍ବର(କେନ୍ୟୁଜ୍): ‘‘ମୋ ବସ୍‌’’ ଯୋଜନାକୁ ପୁରିଲା ବର୍ଷେ । ଗତବର୍ଷ ନଭେମ୍ବର ୬ ତାରିଖରେ ସ୍ମାର୍ଟ ସିଟି ରେ ଆରମ୍ଭ ହୋଇଥିଲା ମୋ ବସ ସେବା ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । କହିବାକୁ ଗଲେ ୨୦୧୦ ମସିହାରେ ଆରମ୍ଭ ହୋଇଥିବା ସିଟିବସ୍‌ ର ସ୍ଥାନ ନେଇଛି…

ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, ଭୁବନେଶ୍ବରକୁ ମିଳିବାକୁ ଯାଉଛି ୫୦ ଇଲେକ୍ଟ୍ରି ବସ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରବାସୀନ୍ଦାଙ୍କ ପାଇଁ  ଆସିଛି ଖୁସି ଖବର। ଏବେ ଯାତାୟତକୁ ଅଧିକ ସୁଗମ କରିବା ପାଇଁ ସ୍ମାର୍ଟ ସିଟିକୁ ମିଳିବାକୁ ଯାଉଛି ୫୦ଟି ଇଲେକ୍ଟ୍ରି ବସ୍ । କେନ୍ଦ୍ର ଭାରି ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯିବ ପାଇଁ ନିଷ୍ପତ୍ତି …

ରେଶମ ସହରରେ ଆକର୍ଷଣ ପାଲିଟିଛି ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ କଳାକୃତି

ବ୍ରହ୍ମପୁର : ବ୍ରହ୍ମପୁର ସହରକୁ ସୁନ୍ଦର ଓ ରାଜ୍ୟର ଏକନମ୍ବର ସହରଭାବେ ଗଢି ତୋଳିବାକୁ ଅଣ୍ଟା ଭିଡିଛି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଅମୃତ ଯୋଜନାରେ ସାମିଲ ହୋଇ ସ୍ମାର୍ଟ ସିଟି ଦୗଡରେ ଥିବା ରେଶମ ସହର ବ୍ରହ୍ମପୁର ଯେମିତି ଚଳିତ ସର୍ଭେରେ ସ୍ମାର୍ଟ ତାଲିକା ଭୁକ୍ତ ହେବ…

ଭୁବନେଶ୍ୱରକୁ ଆଉ ଏକ ସମ୍ମାନ

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ବର ପିନ୍ଧିଛି ଆଉ ଏକ ମୁକୁଟ । ଜୟପୁରରେ ଅନୁଷ୍ଠିତ ସ୍ମାର୍ଟସିଟି ଏକ୍‌ସପୋ ଇଣ୍ଡିଆ-୨୦୧୮ରେ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର ଜିତିଛି ଭୁବନେଶ୍ୱର । ସୋସିଆଲି ସ୍ମାର୍ଟ ପ୍ରୋଗ୍ରାମକୁ ନେଇ ଭୁବନେଶ୍ୱରକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭୁବନେଶ୍ୱର…