୧୨ ବର୍ଷର ବାଳକ ପ୍ରସ୍ତୁତ କଲେ ‘ସ୍ମାର୍ଟ ଡଷ୍ଟବିନ୍’, ଆବର୍ଜନା ଭରିବା ପରେ ମ୍ୟୁନିସିପାଲିଟିକୁ ପଠାଇଥାଏ ମେସେଜ୍
ହାଇଦ୍ରାବାଦର ଜଣେ ୧୨ ବର୍ଷର ବାଳକ ମହମ୍ମଦ ହସନ ସ୍ମାର୍ଟ ଡଷ୍ଟବିନ୍ ତିଆରି କରିଛନ୍ତି। ଏହାର ଖାସ୍ କଥା ହେଉଛି, ଆବର୍ଜନା ଭରିବା ପରେ ଏହା ଖାଲି ହେବା ପାଇଁ ପୌରପାଳିକାକୁ ଆଲର୍ଟ ପଠାଇଥାଏ। ଏହାକୁ ଓ୍ଵାଇଫାଇରେ କନେକ୍ଟ କରାଯାଇପାରେ। ହସନଙ୍କ କହିବା କଥା ହେଲା, ତାଙ୍କୁ ଏହି ଆଇଡିଆ…