ଲଞ୍ଚ ହେଲା itel Alpha Pro ସ୍ମାର୍ଟଓ୍ୱାଚ୍, ଡିଜାଇନ୍ ଦେଖିଲେ ହେବେ ଆଶ୍ଚର୍ଯ୍ୟ
ଆଇଟେଲ୍ ଏହାର ନୂଆ smartwatch Alpha Pro ଲଞ୍ଚ କରିଛି । ଯାହା ଆକର୍ଷଣୀୟ ଡିଜାଇନ୍ ଏବଂ ଦମଦାର ସ୍ପୋର୍ଟସ ମୋଡ୍ ସହିତ ବଜାରରେ ବେଶ ଲୋକପ୍ରିୟ ହୋଇପାରିଛି । ଏହି ସ୍ମାର୍ଟଓ୍ୱାଚ୍ର ଲୁକ୍ ଏବଂ ଫିଚର୍ସ ଏହାକୁ ଏକ ପ୍ରିମିୟମ ଡିଭାଇସ୍ ଭାବରେ ସ୍ଥାପିତ କରେ । ଏହାର ଅନେକ ବିଶେଷ…