ସ୍ମାର୍ଟଫୋନ ସ୍ଲୋ ଚାର୍ଜ ହେଉଛି କି ? ଘରେ ବସି କରନ୍ତୁ ଏହି କାମ ଦୂର ହେବ ସମସ୍ୟା
ସ୍ମାର୍ଟଫୋନ୍ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ୟାଜେଟ୍ ହୋଇଯାଇଛି । ସ୍ମାର୍ଟଫୋନ୍ ପରସ୍ପର ସହିତ ସମ୍ପର୍କ ରଖିବାରେ ବହୁତ ସାହାଯ୍ୟ କରେ । ଏହା ବ୍ୟତୀତ ସ୍ମାର୍ଟଫୋନ ଅନେକ କାମରେ ମଧ୍ୟ ସାହାଯ୍ୟ କରେ । ଅନଲାଇନ୍ ପେମେଣ୍ଟ ଠାରୁ ଆରମ୍ଭ କରି ଏଣ୍ଟରଟେନମେଣ୍ଟ ଏବଂ ଶିକ୍ଷା ପର୍ଯ୍ୟନ୍ତ…