ସ୍ମାର୍ଟ ଫୋନ ଆପ୍ଲିକେସନ୍ରେ ଜାଣି ହେବ ବ୍ରିଜ୍ ସ୍ଥିତି, କ୍ଷମତା ବି ବଢ଼ାଇ ହେବ
କେନ୍ୟୁଜ୍ ବ୍ୟୁରୋ: ଆଜି କାଲି ଦୁନିଆରେ ସମସ୍ତେ ମୋବାଇଲ ଉପରେ ଭରସା କରୁଛନ୍ତି । ପିଲାଠୁ ବୃଦ୍ଧ ସମସ୍ତେ ସବୁ କାମ କରୁଛନ୍ତି ନିଜର ସ୍ମାର୍ଟ ଫୋନ ମାଧ୍ୟମରେ ଏବଂ କ୍ୟାମେରା ଓ କମ୍ପ୍ୟୁଟରର କାମ ମଧ୍ୟ ମୋବାଇଲ କରୁଛି । ଏବେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ସ୍ମାର୍ଟ ଫୋନ ମାଧ୍ୟମରେ ପୋଲ ବା…