ଫୋନ ବ୍ୟାଟେରୀ ଜଲଦି ସରୁଛି କି? ଜାଣନ୍ତୁ କେମିତି ଗରମରେ ଫୋନକୁ କରିବେ ପ୍ରୋଟେକ୍ଟ
ଅତ୍ୟଧିକ ଗରମ ଫୋନ୍ ଅତ୍ୟଧିକ ଉତ୍ତାପ ଫୋନର ବ୍ୟାଟେରୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଗରମକୁ କେହି ପସନ୍ଦ କରନ୍ତି ନାହିଁ। ସମସ୍ତେ ଜାଣନ୍ତି ସୂର୍ଯ୍ୟ ଆମ ଚର୍ମ ପାଇଁ କେତେ ବିପଜ୍ଜନକ, କିନ୍ତୁ ଖୁବ୍ କମ୍ ଲୋକ ଜାଣିଥିବେ ଯେ, ଗ୍ରୀଷ୍ମ ଋତୁ ଫୋନର ବ୍ୟାଟେରୀ ପାଇଁ ମଧ୍ୟ କ୍ଷତିକାରକ। ଫୋନର…