Browsing Tag

smartphone

ସ୍ମାର୍ଟଫୋନର ବି ଥାଏ Expiry Date!

ସବୁ ଜିନିଷର Expiry Date ଥାଏ । ଆପଣ ଯଦି କେବଳ ଖାଦ୍ୟ ଜିନିଷ କଥା ଭାବୁଥାନ୍ତି ତେବେ ଏହା ଭୁଲ ହେବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନର ମଧ୍ୟ Expiry Date ଥାଏ। ଏହା ସମ୍ପର୍କରେ କାହାକୁ ବିଶେଷ ଭାବେ ଜଣା ନଥାଏ । ଆମେ ଆଜି ଆପଣଙ୍କୁ କହିବୁ ମୋବାଇଲ…

ବଜାରକୁ ଆସିଲା POCO ଏଫ ସିରିଜର F5, ୧୬ ତାରିଖରୁ ଇ-କମର୍ସ ପ୍ଲାଟଫର୍ମରେ ମିଳିବ ଏହି ଫୋନ

କେନ୍ୟୁଜ୍‌(ବ୍ୟୁରୋ): ସ୍ମାର୍ଟଫୋନ ବଜାରରେ POCOର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସ୍ମାର୍ଟଫୋନ ୟୁଜରଙ୍କୁ ଦେଖିଲେ ଅଧିକାଂଶ POCOର ୟୁଜର ହୋଇଥାନ୍ତି । POCO ଲଭରଙ୍କ ପାଇଁ ଏକ ଖୁସି ଖବର ଆସିଛି । କମ୍ପାନୀ ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ କରାଯାଇଛି । ଭାରତରେ ଲଞ୍ଚ ହୋଇଛି POCO F5…

ବଜାରକୁ ଆସିଲା ଓ୍ଵାନପ୍ଲସ ଲିକ୍ୟୁଡ କୁଲର, ଭିଡିଓ ଗେମ୍‌ ଖେଳିଲେ ଆଉ ଗରମ ହେବନି ସ୍ମାର୍ଟଫୋନ

କେନ୍ୟୁଜ୍‌(ବ୍ୟୁରୋ): ବର୍ତ୍ତମାନର ଯୁବପିଢି ମୋବାଇଲରେ ଭିଡିଓ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି । ତାଙ୍କର ଅଧିକାଂଶ ସମୟ ମୋବାଇଲରେ ଗେମ୍‌ ଖେଳିବାରେ ବିତୁଛି । ଘଣ୍ଟା ଘଣ୍ଟା ଧରି ମୋବାଇଲରେ ଗେମ୍‌ ଖେଳୁଛନ୍ତି । ଅର୍ଥାତ ତାଙ୍କର ମୋବାଇଲ ବ୍ୟବହାରର ସମୟ ମଧ୍ୟ ଅଧିକ ରହୁଛି । ଏଥିପାଇଁ…

ପୁରୁଣା ସ୍ମାର୍ଟଫୋନକୁ ଏପରି କରନ୍ତୁ କ୍ୟାମେରା, ବାସ୍‌ ଗୋଟିଏ ଆପରେ ବନିଯିବ ବଢ଼ିଆ CCTV

ଅଧିକାଂଶ ଲୋକଙ୍କୁ ନିଜ ଘରର ସୁରକ୍ଷାର ଚିନ୍ତା ରହିଥାଏ । ଯଦି ଘରେ ସୁରକ୍ଷାର କଡା ବ୍ୟବସ୍ଥା ନକରାଯାଏ ତାହେଲେ ଚୋର ଏହାକୁ ଟାର୍ଗେଟ କରନ୍ତି । ଆଉ ଆପଣଙ୍କ ଅନୁପସ୍ଥିତିରେ ଘରେ ଚୋରି କରି ଚଳୁ କରିଦେଇଯାନ୍ତି। ତେଣୁ ଏହାଠାରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ନିଜ ଘରେ କ୍ଲୋଜ୍‌…

ମାତ୍ର ୯ ମିନିଟରେ ଫୁଲ୍ ଚାର୍ଜ ହେବ ଏହି ସ୍ମାର୍ଟଫୋନ୍: ରହିଛି ଏସବୁ ଆକର୍ଷଣୀୟ ଫିଚର, ପ୍ରଥମ ଦିନରେ ବିକ୍ରି ହେଲା…

Xiaomi ଚାଇନାର ବଜାରରେ ଏକ ନୂତନ ସ୍ମାର୍ଟଫୋନ୍ ସିରିଜ୍ ରେଡମି ନୋଟ୍ 12 ଲଞ୍ଚ କରିଛି। ଏହି ସିରିଜରେ ବ୍ରାଣ୍ଡ୍ ୪ ନୂଆ ସ୍ମାର୍ଟଫୋନ୍ Redmi Note 12, Redmi Note 12 Explorer, Redmi Note 12 Pro ଏବଂ Redmi Note 12 Pro Plus ଲଞ୍ଚ୍ କରିଛି । ୪ଟି ଯାକ ସ୍ମାର୍ଟଫୋନ ଦମଦାର…

ଏହି ନୂଆ ଆଣ୍ଡ୍ରଏଡ ଭାଇରସ ‌ଚୋରାଇ ନେବ ଆପଣଙ୍କ ବ୍ୟାଙ୍କ ତଥ୍ୟ, ୧୮ ଟି ଭାରତୀୟ ବ୍ୟାଙ୍କକୁ କରିଛି ଟାରଗେଟ୍

ଆପଣ ସ୍ମାର୍ଟ ଫୋନ୍ ବା ଆଣ୍ଡ୍ରଏଡ ଫୋନ୍ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ। କାରଣ ବର୍ତ୍ତମାନ ଏପରି ଏକ ନୂଆ ଭାଇରସ ଆଣ୍ଡ୍ରଏଡ ଫୋନକୁ ଆଟାକ କରିବାକୁ ଯାଉଛି ଯାହା କେବଳ ଆପଣଙ୍କ ଫୋନ୍ ନୁହେଁ ଆପଣଙ୍କ ବ୍ୟାଙ୍କ୍ ଡାଟା ମଧ୍ୟ ସବୁ ଚୋରି କରିନେବ। କାରଣ ଆଣ୍ଡ୍ରଏଡ୍ ଟ୍ରୋଜାନ୍ ର ଏକ ନୂତନ…

ବିଜୁଳି କଟିଗଲେ ବି ଆପଣଙ୍କ ସ୍ମାର୍ଟ ଡିଭାଇସ୍‌ ହୋଇପାରିବ ଚାର୍ଜ, ଚାଲିବ ଏକାଥରକେ ୩ ଦିନ

ବିଜୁଳି କଟିଗଲେ ବି ସ୍ମାର୍ଟଫୋନ ଏବେ ହୋଇପାରିବ ଚାର୍ଜ। ସେ ବି ପୂରା ଫୁଲ। ଚାଲିବ ଏକାଥରକେ ୩ ଦିନ। ଆପଣ ଭାବୁଥିବେ ଏହା କେମିତି ସମ୍ଭବ। ବିଜୁଳି ଚାଲିଗଲେ ଫୋନ କେମିତି ଚାର୍ଜ ହୋଇପାରିବ। ଆଜି ଆମେ କହିବୁ ଆପଣଙ୍କୁ ଏହାର ଏକ ଜବରଦସ୍ତ ଫର୍ମୁଲା। ଏଥିପାଇଁ ଆପଣଙ୍କୁ ବେଶି ଟଙ୍କା ମଧ୍ୟ…

ଲଞ୍ଚ ହେଲା 5G ଫୋନ୍, ଜାଣନ୍ତୁ ଏହାର ମୂଲ୍ୟ ଓ ବେଷ୍ଟ ଫିଚର୍ ବିଷୟରେ

ଭାରତରେ ଲଞ୍ଚ ହୋଇସାରିଛି 5G ନେଟୱାର୍କ। ଯାହା ଅନେକ କ୍ଷେତ୍ରରେ ବିପ୍ଳବ ଆଣିବ ବୋଲି ଆଶା କରାଯାଉଛି। ତେବେ ଆଜି ଭାରତରେ ଲଞ୍ଚ ହୋଇଛି 5G ଫୋନ୍ Lava Blaze। ଲାଭା ବ୍ଲେଜ୍ 5G ଏକ 6.5 ଇଞ୍ଚ ର HD + IPS ଡିସପ୍ଲେକୁ Widevine L1 ପାଇଁ ସମର୍ଥନ କରିଥାଏ ଯାହାର ଅର୍ଥ ହେଉଛି ଆପଣ ଆମାଜନ୍…

FIR ସତ୍ତ୍ୱେ ଚୋରି ହୋଇଥିବା ଫୋନ ପୁଣି ଥରେ ମିଳିନଥାଏ କାହିଁକି, ଜାଣନ୍ତୁ

ଅନେକ ସମୟରେ ହଠାତ୍ ଆମର ମୋବାଇଲ ଚୋରି ହୋଇଥାଏ। ପରେ ତାହା ବିଷୟରେ ପୋଲିସରେ ଏଫଆଇଆର ଦେଲେ ମଧ୍ୟ ମୋବାଇଲ ମିଳିନଥାଏ। ଏପରିକି କି ସ୍ମାର୍ଟଫୋନକୁ ଟ୍ରାକ ମଧ୍ୟ କରାଯାଇ ପାରିନଥାଏ। ତେବେ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ପୋଲିସ କାହିଁକି ଚୋରି ମୋବାଇଲକୁ ଟ୍ରାକ୍…

ସ୍ମାର୍ଟଫୋନ ୟୁଜର୍ସ ସାବଧାନ, ନଚେତ୍‌ Blue light କରିଦେବ ଆପଣଙ୍କୁ ଅନ୍ଧ

ସ୍ମାର୍ଟ ଫୋନ୍‌ ଆମ ଜୀବନର ଏକ ଅଂଶ ବିଶେଷ ହୋଇ ଗଲାଣି । କାରଣ ସକାଳୁ ଉଠିବାଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଏହି ଜିନିଷଟି ଆମ ପାଖେ ପାଖେି ଥାଏ । ବାରମ୍ବାର ଫୋନକୁ ଦେଖିବା ଆମର ଦୈନନ୍ଦିନ ଅଭ୍ୟାସରେ ପରିଣତ ହୋଇଗଲାଣି । ତେବେ ଏମତିରେ ସ୍ମାର୍ଟ ଫୋନ୍‌ ଓ ଅନ୍ୟ ଡିଭାଇସର…

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Realme 5G ସ୍ମାର୍ଟଫୋନ, ଦାମ ରହିବ ଖୁବ ଶସ୍ତା , ଜାଣନ୍ତୁ ଏହାର ଫିଚର୍ସ

ରିଏଲମି ଖୁବ ଶୀଘ୍ର କମ ଦାମରେ 5G ମଡେଲକୁ ଲଞ୍ଚ କରିବାକୁ ଯାଉଛି। ଭାରତରେ ଫୋନ ଅଗଷ୍ଟ ୧୮ ରେ ଲଞ୍ଚ ହେବ। ତେବେ ଗ୍ରାହକଙ୍କ ଇଚ୍ଛାକୁ ଧ୍ୟାନରେ ରଖି ଏହି ଫୋନକୁ ବାହାର କରାଯାଇଛି। Realme 9i 5G ଭାରତରେ ୧୮ ଅଗଷ୍ଟରେ ଲଞ୍ଚ ହେବାକୁ ଯାଉଛି। ଫୋନର ଲୋଡିଂ ପେଜ ରିଏଲମି ଇଣ୍ଡିଆ େଓ୍ଵବସାଇଟରେ…

ଫୁଲ୍ ହୋଇଛି କି Gmail ଷ୍ଟୋରେଜ୍? ଏହି ଟିପ୍ସ ସାହାଯ୍ୟରେ କରନ୍ତୁ ଷ୍ଟୋରେଜ୍ ଖାଲି

ଅନେକ ସମୟରେ ଫୋନ୍ ବ୍ୟବହାର କରିବା ବେଳେ ଏଥିରେ ଥିବା ସବୁ ଆପ୍ ଗୁଡ଼ିକ ଅଧିକ ବ୍ୟବହାର ପାଇଁ ଫୁଲ୍ ହୋଇଯାଏ। ଯାହାପାଇଁ ଷ୍ଟୋରେଜ ଫୁଲ୍ ହେବା କାରଣରୁ ଫୋନ୍ ମଧ୍ୟ ଶୀଘ୍ର ଖରାପ ହେବାର ସମ୍ଭାବନା ରହିଥାଏ। କିନ୍ତୁ ଯଦି ଆପଣ ଠିକ୍ ସମୟରେ ବ୍ଯବହାର କରୁଥିବା ଆପ୍ ଗୁଡ଼ିକର ଷ୍ଟୋରେଜ ଖାଲି…