Browsing Tag

smartphone

ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେଜ୍‌ ସେଲରେ ଶସ୍ତା ଦାମରେ କିଣନ୍ତୁ ବଢ଼ିଆ ପ୍ରଡକ୍ଟ, ଏମିତି ଉଠାଇପାରିବେ ଫାଇଦା

ଆରମ୍ଭ ହୋଇଛି ଫ୍ଲିପକାର୍ଟର ବିଗ ବିଲିୟନ ଡେଜ୍‌ ସେଲ ୨୦୨୨। ଏଥିରେ ୫ଜି ସ୍ମାର୍ଟଫୋନକୁ ଆପଣ ଖୁବ କମ ଦାମରେ କିଣିପାରିବେ। ଯଦି ଆପଣ ଶସ୍ତାରେ ବଢ଼ିଆ ମଡେଲ କିଣିବାକୁ ଇଚ୍ଛୁକ ତେବେ ଏହି ସୁଯୋଗର ଫାଇଦା ଉଠାନ୍ତୁ। Oppo K10 5G ର ଦାମ ରହିଛି ଏହି ସେଲରେ ଖୁବ ଶସ୍ତା। ଆପଣ ଯଦି ଏହି ଫୋନକୁ…

ଭାରତରେ 5G: ବର୍ତ୍ତମାନ ଆଉ ଚିନ୍ତା କରିବାକୁ ପଡ଼ିବନି, କେନ୍ଦ୍ର ମନ୍ତ୍ରୀ କହିଲେ ସମସ୍ତେ ବ୍ୟବହାର କରିପାରିବେ 5G

ଦିନକୁ ଦିନ ବଦଳୁଛି ଯୁଗ। ପୁଣି ଏବେ ଟେକ୍ନୋଲଜି ଆଗେଇଛି। ପୁଣି ଆସିବାକୁ ଯାଇଛି 5G । ଯାହାକି ଟେକ୍ନୋଲଜି ଦୁନିଆରେ ଏକ ବଡ଼ ପରିବର୍ତ୍ତନ। ଆପଣ ଯଦି ଭାବୁଛନ୍ତି ଏହି ୫ ଜି ଆସିବା ପରେ ଆପଣ ଏହାକୁ ବ୍ୟବହାର କରି ପାରିବେନି ତେବେ ତାହା ଭୁଲ୍। କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି…

ଦୁନିଆର ସବୁଠାରୁ ଷ୍ଟାଇଲିସ୍ ସ୍ମାର୍ଟଫୋନ୍ ଲଞ୍ଚ ହୋଇଛି, ଡିଜାଇନ୍ ଦେଖି କ୍ରେଜି ହେଉଛନ୍ତି ଲୋକ

ମାର୍କେଟରେ ଲଞ୍ଚ ହେଉଛି ବିଭିନ୍ନ ପ୍ରକାର ସ୍ମାର୍ଟଫୋନ୍। କାରଣ ଗ୍ରାହକ ବିଭିନ୍ନ ପ୍ରକାରର ନୂଆ ଫୋନ୍ ଓ ତାର ଫିଚର୍ ଦେଖି କିଣିବାକୁ ଇଛା କରୁଛନ୍ତି। ତେବେ ମାର୍କେଟରେ ଲଞ୍ଚ ହୋଇଛି ଦୁନିଆର ସବୁଠାରୁ ସ୍ମାର୍ଟ ଓ ଷ୍ଟାଇଲିସ୍ ସ୍ମାର୍ଟଫୋନ୍। ଆଇକନିକ୍ ଟ୍ରାନ୍ସଫର୍ମର କ୍ୟାରେକ୍ଟର ଦ୍ୱାରା…

ସାଓମିର ଏହି ସ୍ମାର୍ଟଫୋନକୁ ଆପଣ ମାତ୍ର ଅଳ୍ପ ମିନିଟ୍‌ରେ କରିପାରିବେ ଚାର୍ଜ, ଜାଣନ୍ତୁ ଏହାର ଲଞ୍ଚିଂ ଡେଟ୍‌…

ସାଓମି ଆସନ୍ତା ସମୟରେ ନିଜର ନୂଆ ସ୍ମାର୍ଟଫୋନକୁ ବଜାରରେ ଲଞ୍ଚ କରିବାକୁ ଯାଉଛି। ଏହି ମଡେଲର ନାମ ରହିଛି Xiaomi 12 Ultra । ଏହି ସ୍ମାର୍ଟଫୋନର ଫିଚର ସହିତ ଏହାର ଲଞ୍ଚ ଡେଟ୍‌ ମଧ୍ୟ ଲିକ୍‌ ହୋଇଛି। ଏବେ ଜାଣନ୍ତୁ ଫୋନକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ.. ଚାଇନା ସ୍ମାର୍ଟଫୋନ ବ୍ରାଣ୍ଡ ସାଓମି…

ଏଣିକି ‘Smart’ ଚଷମା ମାଧ୍ୟମରେ ଉଠାଇପାରିବେ କଲ୍, ଆବଶ୍ୟକ ପଡ଼ିବନି Smartphone

ଆଧୁନିକ ଏବଂ ବୈଷୟିକ ଯୁଗରେ ଆମେ ଅନେକ ପ୍ରକାରର ଜିନିଷ ଦେଖିବାକୁ ପାଉଛେ। ପୂର୍ବରୁ ଯେଉଁଠାରେ କୌଣସି କାମ କରିବାକୁ ଅନେକ ଦିନ ଲାଗୁଥିଲା, କିନ୍ତୁ ଆଜି ମେସିନ୍ ସାହାଯ୍ୟରେ ସେହି କାମ କିଛି ସମୟ ମଧ୍ୟରେ ହୋଇଯାଉଛି। ଯେ କୌଣସି କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ସମୟରେ ଅନେକ ଯାନ୍ତ୍ରିକ…

ଲଞ୍ଚ ହେବ ସାଓମିର ଲାଟେଷ୍ଟ 9i 5G ସ୍ମାର୍ଟଫୋନ, ଲଞ୍ଚ ପୂର୍ବରୁ ଲିକ ହେଲା ଫିଚର୍ସ ଓ ଦାମ୍‌

ରିୟଲମି ବହୁତ ଶୀଘ୍ର ମାନେ ଚଳିତ ମାସ ଶେଷ ସୁଦ୍ଧା ନିଜର ଲାଟେଷ୍ଟ ସ୍ମାର୍ଟଫୋନ ଲଞ୍ଚ କରିବାକୁ ଯାଉଛି। ଭାରତରେ ସାଓମି ନିଜର ଅପକମିଂ ସ୍ମାର୍ଟଫୋନ 9i 5g କୁ ବଜାରକୁ ଆଣିବ। କିନ୍ତୁ ଏହି ଫୋନର ଲଞ୍ଚ ପୂର୍ବରୁ ଏହାର ଫିଚର୍ସ ଲିକ ହୋଇଯାଇଛି। ଫିଚର୍ସ ସିକ୍ରେଟ ଲିକ ହେବା ପରେ ଏବେ ତାର ଏହା…

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ସେଲ୍‌, ଶସ୍ତାରେ ଘରକୁ ଆଣନ୍ତୁ ୫ଜି ସ୍ମାର୍ଟଫୋନ

ଆରମ୍ଭ ହୋଇଯାଇଛି ପୁଣି ଥରେ ଫ୍ଲିପକାର୍ଟର ଇଲେକଟ୍ରୋନିକ ସେଲ। ମେ 24 ତାରିଖରୁ ଏହି ଅଫର ଆରମ୍ଭ ହୋଇଛି। ଯେଉଁଥିରୁ ଆପଣ ନିଜ ଆବଶ୍ୟକ ଜିନିଷ ଖୁବ କମ ଦାମରେ କିଣିପାରିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ ସେ ବି କମ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସୁଯୋଗର ଫାଇଦା ଉଠାଇପାରିବେ।…

Samsungର ସବୁଠାରୁ ବଡ଼ ସେଲ୍‌…ଟିଭି ସହିତ ମାଗଣାରେ ନେଇ ଯାଆନ୍ତୁ ମହଙ୍ଗା ସ୍ମାର୍ଟଫୋନ; ୨୦% କ୍ୟାଶ୍‌ବ୍ୟାକ ମଧ୍ୟ!

ଯଦି ଆପଣ ପ୍ରିମିୟମ୍‌ ସ୍ମାର୍ଟ ଟିଭି କିଣିବାକୁ ଚିନ୍ତା କରୁଛନ୍ତି, ତ Samsung Big TV Days ସେଲ୍‌ ଆପଣଙ୍କ ପାଇଁ ରହିଛି। ୩୦ ଜୁନ୍‌ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ରେ ଆପଣ କମ୍ପାନୀର ବଡ଼ ଡିସ୍‌ପ୍ଲେ ସାଇଜ୍‌ର ଟିଭି ଯଥା Neo QLED 8K, Neo QLED, QLED, The Frame ଏବଂ…

ସ୍ମାର୍ଟଫୋନରେ Factory Reset କ’ଣ, କିପରି କରିବେ ଏହାକୁ ବ୍ୟବହାର ଜାଣନ୍ତୁ 

ଯଦି ଆପଣ ସ୍ମାର୍ଟଫୋନ୍ ବିକ୍ରି କରିବାକୁ ଚାହୁଁଛନ୍ତି କିମ୍ବା ଫ୍ୟାକ୍ଟି୍ ରିସେଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ଯଦି ଆପଣ ଏସବୁ କୁ ଫଲୋ ନ କରନ୍ତି ତେବେ ଭାରି ମୂଲ୍ୟ ଦେବାକୁ ପଡ଼ିବ। ଆଜିର ସମୟରେ ସ୍ମାର୍ଟଫୋନ୍ କିଣିବା ସମୟରେ…

ୟୁକ୍ରେନ ସୈନିକଙ୍କୁ ଛୁଇଁ ଚାଲିଗଲା ମୃତ୍ୟୁ…! ସ୍ମାର୍ଟଫୋନ ବଞ୍ଚାଇ ଦେଲା ଜୀବନ; ଦେଖନ୍ତୁ ଛାତିଥରା ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ହଜାର ହଜାର ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଉଥିବା ବେଳେ ଆଉ କିଛି ଭିଡିଓ ଇମୋସନାଲ୍‌ କରିଦିଏ। କିନ୍ତୁ ଏବେ ୟୁକ୍ରେନରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି, ତାହାକୁ ଦେଖିଲେ ଆପଣ ବି ଥରି ଉଠିବେ। ଇଣ୍ଟରନେଟ୍‌ରେ…

Apple iStore Indiaର ବେଷ୍ଟ ଅଫର, ଶସ୍ତାରେ ବିକ୍ରି ହେଉଛି iPhone 12

ଏବେ ଗ୍ରାହକଙ୍କୁ ଖୁସି କଲା ଭଳି ଅଫର ନେଇ ଆସିଛି ଆପଲ୍‌ କମ୍ପାନୀ। ଯଦି ଆପଣ ଜଣେ ଆଇଫୋନ ଲଭର ତେବେ ଏ ଖବର ଆପଣଙ୍କୁ ନିହାତି ଖୁସି କରିଦେବ। ସାଧାରଣ ଭାବେ ଆଣ୍ଡ୍ରଏଡ ଠାରୁ ଆପଲ ମଡେଲକୁ ବେଶି ଦାମିକିଆ ଭାବେ ଜଣାଯାଏ।ଅଧିକ ଦାମ ପାଇଁ କମ୍ପାନୀ ବେଶ ଜଣାଶୁଣା ମଧ୍ୟ। ଇଚ୍ଛା ଥିଲେ ବି ଏହାକୁ…

ମହଙ୍ଗା ହୋଇପାରେ ସ୍ମାର୍ଟଫୋନ, ଟିଭି ଓ ଲାପ୍‌ଟପ; ଜାଣନ୍ତୁ କ’ଣ ରହିଛି କାରଣ

କିଛି ଦିନ ଶାନ୍ତ ରହିବା ପରେ ପୁଣି ପ୍ରଭାବ ବିସ୍ତାର ଆରମ୍ଭ କରିଛି କରୋନା। ବଢ଼ୁଥିବା ମାମଲାର ଏଣିକି ସିଧା ପ୍ରଭାବ ସ୍ମାର୍ଟଫୋନ, ଟିଭି ଏବଂ ଲାପ୍‌ଟପ ଭଳି ଇଲେକ୍ଟ୍ରୋନିକ୍ସ ଜିନିଷର ଦାମ୍‌ ଉପରେ ପଡ଼ିପାରେ। କରୋନା ସଂକ୍ରମଣ ଯୋଗୁ ବର୍ତ୍ତମାନ ଚୀନର କେତେକ ସହରରେ ପୁଣି ଲକ୍‌ଡାଉନ ଲାଗିଛି।…