ଆସୁଛି ପୂଜା: ମାଗଣାରେ ମିଳିବ ସ୍ମାର୍ଟଫୋନ ଓ ସ୍ମାର୍ଟ ଟିଭି! ଏବେ କିଛି କିଣନାହିଁ ବୋଲି କହିଲା Xiaomi
ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଗଲାଣି। ଏଭଳି ସମୟରେ ଫ୍ଲିପ୍କାର୍ଟ ଏବଂ ଆମାଜନ ଭଳି ଇ-କମର୍ସ ସାଇଟ୍ଗୁଡ଼ିକ ଅଫର୍ ଓ ରିହାତି ବର୍ଷା ଆରମ୍ଭ କରି ଗ୍ରାହକମାନଙ୍କୁ ଆକୃଷ୍ଟ କଲେଣି। କିନ୍ତୁ ଏଠି Xiaomi ସାମାନ୍ୟ ଭିନ୍ନ ରହିଛି। ଅନ୍ୟମାନଙ୍କ ତୁଳନାରେ ଏହା ବିପରୀତ କରୁଛି। ଲୋକପ୍ରିୟ…