Browsing Tag

smriti irani

ମହିଳାଙ୍କ ଋତୁସ୍ରାବ ସମୟରେ ଛୁଟି ଦେବା ଉଚିତ୍‌ କି ନୁହେଁ ?

ସାଧାରଣତଃ ନାରୀ ମାନଙ୍କର ମାସିକ ଋତୁସ୍ରାବ କଷ୍ଟ ଦାୟକ । ବିଶେଷ କରି ଅଫିସରେ କାର୍ଯ୍ୟରତ ମହିଳା ମାନେ ଏଥିପ୍ରତି ଚିନ୍ତିତ ରହିଥାଆନ୍ତି । କାରଣ ସେହିଦିନ ବିଶ୍ରାମ ନେବା ପାଇଁ ସେମାନେ ଚାହିଁ ଥାଆନ୍ତି । କିନ୍ତୁ ଯେହେତୁ ସେମାନେ କୌଣସି ସଂସ୍ଥାରେ କାର୍ଯ୍ୟରତ ଥାଆନ୍ତି ସଂସ୍ଥା…

ସ୍ମୃତି ଇରାନୀଙ୍କ ସହିତ ଖେଚୁଡି ରାନ୍ଧି ବିଲ୍‌ ଗେଟସ୍‌ ଲଗାଇଲେ ତଡକା, ଭିଡିଓ ଭାଇରଲ

ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ତଥା ଗେଟସ୍‌ ଫାଉଣ୍ଡେସନ ଇଣ୍ଡିଆର ଚେୟାରପର୍ସନ ବିଲ୍‌ ଗେଟସ ସ୍ମୃତି ଇରାନୀଙ୍କ ଖେଚୁଡି ରାନ୍ଧୁଥିବା ଏକ ଭିଡିଓରେ ନଜର ଆସିଛନ୍ତି । ମୁମ୍ବାଇରେ ଅନୁଷ୍ଠିତ ଏକ ଇଭେଣ୍ଟକୁ ବିଲ୍‌ ଗେଟସ୍‌ ଆସିଥିଲେ । ଆଉ ସେଠାରେ ‘ନରିସମେଣ୍ଟ କ୍ୟାମ୍ପେନ’ରେ ଅଂଶଗ୍ରହଣ କରିଥିଲେ…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନୈଲଙ୍କର ବାହାଘର; ରାଜସ୍ଥାନର ୫୦୦ ବର୍ଷ ପୁରୁଣା ଦୁର୍ଗରେ ନେବେ ସାତଫେରା

ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରୀରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି। ଗତ ମାସରେ ଆଥିଆ ସେଟ୍ଟୀ, କ୍ରିକେଟର କେ.ଏଲ୍ ରାହୁଲଙ୍କୁ ବିବାହ କରିଥିଲେ। ଆଉ ଗତକାଲି ଅଭିନେତ୍ରୀ କିଆରା ଆଡଭାନୀ, ସିଦ୍ଧାର୍ଥ ମଲହୋତ୍ରାଙ୍କ ଜୀବନସାଥୀ ହୋଇଛନ୍ତି। ଏହାରି ଭିତରେ ଏବେ…

ସ୍ମୃତି ଇରାନୀଙ୍କ ଝିଅ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ପଡିଲା ମହଙ୍ଗା, ସମନ ଜାରି କଲେ କୋର୍ଟ

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା କଂଗ୍ରେସ ନେତାଙ୍କୁ ମହଙ୍ଗା ପଡିଛି। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କଂଗ୍ରେସ ନେତା ଜୟରାମ ରମେଶ, ପବନ ଖେଡା ଏବଂ ନେଟ୍ଟା ଡିସୁଜାଙ୍କୁ ସ୍ମୃତି ଇରାନୀଙ୍କ ଦ୍ଵାରା ଦାଖଲ ଏକ ଦେଓ୍ଵାନୀ ମାନହାନୀ ମକଦ୍ଦମାରେ ସମନ…

ରାଜନୀତିରେ ଝଡ଼! ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ କଲେ କଂଗ୍ରେସ ନେତା ଅଧୀର ରଞ୍ଜନ, ଅଶୋଭନୀୟ ମନ୍ତବ୍ୟକୁ ନେଇ…

ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଅଶୋଭନୀୟ ମନ୍ତବ୍ୟ ଦେଇଛନ୍ତି, ଯାହାକୁ ବିରୋଧ କରିଛି ବିଜେପି। ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହାକୁ ଦେଶର ଅପମାନ ବୋଲି କହିଛନ୍ତି। ସ୍ମୃତି ଇରାନୀ କହିଛନ୍ତି କି,…

ଶାଶୁ ହେବାକୁ ଯାଉଛନ୍ତି ସ୍ମୃତି ଇରାନୀ, ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ସେୟାର କରି ଜ୍ୱାଇଁଙ୍କୁ ଦେଲେ ଏମିତି ଧମକ

ଶାଶୁ ହେବାକୁ ଯାଉଛନ୍ତି ଟିଭିର ତୁଳସୀ ବୋହୂ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ବିବାହ କରିବାକୁ ଯାଉଛନ୍ତି। ସ୍ମୃତିଙ୍କ ସ୍ୱାମୀଙ୍କ ପ୍ରଥମ ସ୍ତ୍ରୀର ଝିଅ ଶୈନେଲ ଇରାନୀ ନିକଟରେ ବୟଫ୍ରେଣ୍ଡ୍‌ ଅର୍ଜୁନ ଭଲ୍ଲାଙ୍କ ସହ…

ନିଷ୍ପାପ ଶିଶୁର ନିଃସ୍ଵାର୍ଥ ଭକ୍ତି: ବର୍ଷାରେ କାଳେ ଭିଜିଯିବେ ଠାକୁର, ଛତା ଦେଖାଇ ଠିଆ ହୋଇଛି କୁନି ପିଲାଟି

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଏଭଳି ଫଟୋ ଦେଖିବାକୁ ମିଳେ, ଯାହା ମନକୁ ଛୁଇଁଯାଏ। ଏବେ ସେଭଳି ଏକ ଖୁବ୍‌ ସୁନ୍ଦର ଫଟୋ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ବି ଟିକେ ଭାବୁକ ହୋଇଯିବେ। ଏହି ଫଟୋକୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ସେୟାର କରିଛନ୍ତି। ସ୍ମୃତି ନିଜ…

ବ୍ଲାକ ଫଙ୍ଗସ ରୋଗୀଙ୍କୁ ଅସଦାଚରଣ ଅଭିଯୋଗ, ସ୍ମୃତି ଇରାନୀଙ୍କୁ ଅଭିଯୋଗ କଲା ପୀଡ଼ିତାଙ୍କ ଝିଅ

କରୋନା ଓ ବ୍ଲାକ ଫଙ୍ଗସ ସଂକ୍ରମଣର ଶିକାର ହୋଇଥିବା ଜଣେ ମହିଳାଙ୍କ ସହ ମେଡିକାଲ କର୍ତ୍ତୃପକ୍ଷ ଦୁର୍ବ୍ୟବହାର ଓ ମାରପିଟ କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଲକ୍ଷ୍ନୌରୁ। ଏଠାକାର ଲୋହିୟା ସଂସ୍ଥାନରେ ଡାକ୍ତର ଓ କର୍ମଚାରୀମାନେ ମହିଳାଙ୍କୁ ଅସଦାଚରଣ କରିଥିବା ନେଇ…

କରୋନା ସହ ଲଢ଼ୁଥିବା ବେଷ୍ଟଫ୍ରେଣ୍ଡ ସ୍ମୃତି ଇରାନୀଙ୍କ ସୁସ୍ଥତା କାମନା କଲେ ଏକତା କପୁର, ଫଟୋ ସେୟାର କରି କହିଲେ ଏମିତି…

କ୍ୟୁଁ କି ସାସ୍‌ ଭି କଭି ବୋହୂ ଥି ଅଭିନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସ୍ମୃତି ନିଜେ ସୂଚନା ଦେଇଥିଲେ। ବୟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍‌…

ଇନଷ୍ଟାଗ୍ରାମରେ ଗିବେରିଶ୍ ଚ୍ୟାଲେଞ୍ଜର ଫ୍ୟାନ ହେଲେ ସ୍ମୃତି ଇରାନୀ, ଦେଖନ୍ତୁ କିପରି ରହିଛି ତାଙ୍କର ପ୍ରଦର୍ଶନ

କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଚାଲିଛି । ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଲୋକମାନେ ସୋସିଆଲ ମିଡିଆରେ ବହୁତ ସମୟ ଅତିବାହିତ କରୁଛନ୍ତି । ଆଜିକାଲି ଲୋକମାନେ ଇନଷ୍ଟାଗ୍ରାମରେ ଗିବେରିଶ୍ (Guess The Gibberish) ଚ୍ୟାଲେଞ୍ଜ…

ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା, ଇସ୍ତଫା ଦାବି କଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ…

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାହୁଲଙ୍କ ବୟାନ ପରେ ସଂସଦରେ ହୋହଲ୍ଲା। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ସମେତ ବହୁ ମହିଳା ସାଂସଦ ରାହୁଲଙ୍କ ଇସ୍ତଫା ଦାବି କରିଛନ୍ତି। ଗତକାଲି ଝାଡ଼ଖଣ୍ଡର ଏକ ନିର୍ବାଚନ ରାଲିରେ ରାହୁଲ ମେକ ଇନ ଇଣ୍ଡିଆକୁ ରେପ ଇନ ଇଣ୍ଡିଆ ସହ ତୁଳନା କରିଥିଲେ ।…

ହାତରେ ତଲଓ୍ଵାର ଧରି ଡ୍ୟାନ୍ସ କରିବାର ନଜର ଆସିଲେ ସ୍ମୃତି ଇରାନୀ

କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଏକ ନିଆରା ଅନ୍ଦାଜ୍‌ରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ ସ୍ମୃତି ଇରାନୀ ସ୍ୱାମୀ ନାରାୟଣ ଗୁରୁକୁଳ ମୂର୍ତ୍ତି ସ୍ଥାପନା ମହୋତ୍ସବରେ ଯୋଗ ଦେବା ପରେ ସେଠାରେ ଭାଭନଗରରେ ଛୋଟ ପିଲାମାନଙ୍କ ମଧ୍ୟରେ ସ୍ମୃତି ଇରାନୀ ତଲଓ୍ଵାର ଚଲାଛନ୍ତି। ଏଠାରେ…