Browsing Tag

snake

୨୨ ନାଗ ଛୁଆ ସହ ୩୬ ଅଣ୍ଡା ଉଦ୍ଧାର, ପୂର୍ବରୁ ଧରା ପଡ଼ିଥିଲା ମା ନାଗୁଣୀ

ଭଦ୍ରକ (କେନ୍ୟୁଜ): ମାସେ ପୂର୍ବରୁ ଧରା ପଡ଼ିଥିଲା ମା ନାଗୁଣୀ । ଗତକାଲି ସନ୍ଧ୍ୟାରେ ଉଦ୍ଧାର ହେଲେ ୨୨ ନାଗଛୁଆ । ଖାଲି ସେତିକି ନୁହଁ ୩୬ଟି ସାପ ଅଣ୍ଡା ଖୋଳ ବି ଉଦ୍ଧାର ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ଅଧୀନ ବିରୋଳୀ ଶାସନ…

ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ଘଟଣା: ଅଭିଯୁକ୍ତ ବୀର ବିଶ୍ଵାଳ ଗିରଫ

ବଲାଙ୍ଗୀର(କେନ୍ୟୁଜ୍): ବଲାଙ୍ଗୀର ବିଲେଇସର୍ଡା ଗାଁରେ ନାଗ ସାପ ଧରି ତାର ଦାନ୍ତ ଭାଙ୍ଗୁଥିବା ଭିଡିଓ ଭାଇରାଲ୍ ଘଟଣା। ଅଭିଯୁକ୍ତ ବୀର ବିଶ୍ଵାଳ ଗିରଫ । ଏକ ନାଗ ସାପକୁ ଧରିବା ପରେ ନେଲକଟର ଯୋଗେ ଗାଁ ମଝିରେ ସାପର ଦାନ୍ତ ଉପାଡି ଦେଇଥିଲା ଅଭିଯୁକ୍ତ। ଏହି ଭାଇରାଲ୍ ଭିଡିଓର ଖବର ପ୍ରସାରଣ…

ଗଞ୍ଜାମ: ୧୩ ଫୁଟ ବୋଡା ସାପ ଅଟକାଇଲା ରାସ୍ତା

ବ୍ରହ୍ମପୁର (କେନ୍ୟୁଜ):  ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି – ପୋଡାମାରି ରାସ୍ତାର ମୌଳାଭଣଞ୍ଜା ନଦୀ ବ୍ରିଜ ଉପରେ ରାତିରେ ପ୍ରାୟ ତେର ଫୁଟର ବୋଡା ସାପ ଦେଖିବାକୁ ମିଳିଛି । ସାପଟି ବ୍ରିଜ ପାର ହେଲା ବେଳେ ଦୁଇ ପଟରେ କିଛି ସମୟ ପାଇଁ ଯାନବାହନ ଅଟକି ରହିଥିଲା। ସାପ ଗଲା ପରେ ଚଳାଚଳ ସ୍ୱାଭାବିକ…

ଗୋଖର କାମୁଡିବାରୁ ରାଗରେ ସାପକୁ କାମୁଡ଼ି ଗାଁରେ ବୁଲାଇଲେ ଯୁବକ

ଜଳେଶ୍ବର (କେନ୍ୟୁଜ): ସାଧାରଣତଃ ସାପକୁ ଦେଖିଲେ ଯେକେହି ବି ଡରି ଯାଇଥାନ୍ତି । ଅତି ନିକଟରେ ସାପକୁ ଦେଖିଦେଲେ ଛାତିରେ ଛନକା ପଶିଯାଏ । ପଶିବନି ବା କାହିଁକି, କାରଣ ସାପ କାମୁଡିଲେ, କ୍ଷଣିକ ସମୟ ମଧ୍ୟରେ ଜୀବନ ଚାଲିଯାଇପାରେ । ଅନେକ ସମୟରେ ଆପଣଙ୍କ ଟିଭିରେ ଦେଖିଥିବେ କିମ୍ବା ଖବରକାଗଜରେ…

ସାପ ଓଗାଳିଲା ଗିଳିଦେଇଥିବା କୁକୁଡା ଅଣ୍ଡା

ଉଦଳା(କେନ୍ୟୁଜ୍): ସାପ ଓଗାଳିଲା ଅଣ୍ଡା। ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ। ସାନବିଶୋଳ ଗ୍ରାମର ଟୁନୁ ଦଣ୍ଡପାଟଙ୍କ କୁକୁଡା ଭାଡି ନିକଟରେ ଏକ ନାଗ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ପରେ ଏନେଇ ସ୍ନେକ ଲାଇଫ୍ ଲାଇନ୍ ସଦସ୍ୟଙ୍କୁ ଖବର…

ସ୍ୱପ୍ନରେ ଯଦି ବାରମ୍ବାର ସାପ ଦେଖାଯାଉଛି, ଏହି କଥାକୁ କରିଥାଏ ଇସାରା, ହୋଇ ଯାଆନ୍ତୁ ସତର୍କ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ସ୍ୱପ୍ନ କିଛି ନା କିଛି ସଂକେତ ଦେଇଥାଏ । ଯାହାର ପ୍ରଭାବ ଆମ ବାସ୍ତବିକ ଜୀବନ ଉପରେ ପଡ଼ିଥାଏ । ଆମକୁ ଦେଖା ଯାଉଥିବା କିଛି ସ୍ୱପ୍ନ ଆନନ୍ଦ ଦାୟକ ହୋଇଥିବାବେଳେ କିଛି ଅଜିବ ଓ କିଛି ଭୟଙ୍କର ହୋଇଥାଏ । ସ୍ୱପ୍ନରେ ଆମ ସହିତ ଜଡିତ ଲୋକ ଅବା ଜିନିଷ ଛଡ଼ା…

ବିଷାକ୍ତ ନାଗ ସାପ କାମୁଡ଼ାରେ ୮ବର୍ଷର ଶିଶୁ କନ୍ୟା ମୃତ, କାମୁଡ଼ା ସାପକୁ ମେଡ଼ିକାଲ ଧରିକି ଆସିଲେ ପରବାର ଲୋକେ

ମାଲକାନଗିରି(କେନ୍ୟୁଜ):ବିଷାକ୍ତ ନାଗ ସାପ କାମୁଡ଼ାରେ ୮ ବର୍ଷର ଶିଶୁ କନ୍ୟାର ମୃତ୍ୟୁ। କାମୁଡିଥିବା ସାପକୁ ମେଡ଼ିକାଲ ସାଙ୍ଗରେ ଆଣିଲେ ପରିବାର ଲୋକ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ଏମଭି-୬୭ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ଶିଶୁ କନ୍ୟା ରିଙ୍କି ଶୋଇଥିବା…

ଇଏ ବିଶ୍ବାସର କଥା : ତ୍ରିନାଥ ମେଳା ଚାଲିଥିବା ବେଳେ ହଠାତ୍ ପ୍ରକଟ ହେଲେ ନାଗ ଦେବତା, ତାପରେ ହେଲା କିଛି ଏମିତି

ତାଳଚେର(କେନ୍ୟୁଜ୍): ଚାଲିଥିଲା ତ୍ରିନାଥ ମେଳା । ଆଉ ଠିକ୍ ସେହି ସମୟରେ ହଠାତ୍ ପ୍ରକଟିଲେ ନାଗ ଦେବତା। ତାପରେ ରାତି ସାରା ଗଛ ମୂଳରେ ଥିବା ନାଗ ସାପକୁ ଚାଲିଥିଲା ପୂଜାର୍ଚ୍ଚନା । ଭଗବାନ ମହେଶ୍ୱର ନାଗ ରୂପରେ ଆବିର୍ଭାବ ହୋଇଥିବା କହି ଦୀପ , ଧୂପ, ଚନ୍ଦନ ,ସିନ୍ଦୁର , କ୍ଷୀର ଦେଇ ପୂଜା…

ଶୋଇବା ଘରୁ ବାହାରିଲା ୩ଟି କୋଲଥିଆ ତମ୍ପ ସାପ, ଭୟରେ ପରିବାର

ପୁରୀ(କେନ୍ୟୁଜ୍): ଶୋଇବା ଘରୁ ସାପ ଉଦ୍ଧାର । ପୁରୀ ସତ୍ୟବାଦି ନିକଟ ବନମାଳୀ ଢିପ ଗ୍ରାମର ବ୍ରଜବନ୍ଧୁ ମଲିକଙ୍କ ଶୋଇବା ଘରୁ ୩ଟି କୋଲଥିଆ ତମ୍ପ ସାପ ଉଦ୍ଧାର କରାଯାଇଛି । ଖବର ପାଇ ସ୍ନେକ୍‌ ହେଲପ ଲାଇନ ସଦସ୍ୟ ଘରେ ପହଞ୍ଚି ସାପ ଗୁଡିକ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ମୁତାବକ,…

ରାସ୍ତା କଭର କଲା ଅଜଗର ସାପ, ଆଶ୍ଚର୍ୟ୍ଯ ହୋଇଗଲେ ଦେଖୁଥିବା ଲୋକ

ଅନେକ ସମୟରେ ବନ୍ୟ ଜନ୍ତୁ, ସାପ ହେଉ କିମ୍ବା ଅନ୍ୟ କୌଣସି ପ୍ରାଣୀ ରାସ୍ତା ପାର ହେବା ଆପଣ ଦେଖିଥିବେ। ଏମିତିକି ବେଳେ ବେଳେ ତାଙ୍କର ଦୁର୍ଘଟଣା ଘଟେ ଓ ସେମାନେ ପ୍ରାଣ ହରାନ୍ତି କିମ୍ବା ଆହତ ହୁଅନ୍ତି । କିନ୍ତୁ ଆମେ ସେମାନଙ୍କୁ ବାଟ ଦେବା ଉଚିତ୍। ହେଲେ କେବେ ଏମିତି ସାପ ଆପଣ ଦେଖିଛନ୍ତି…

ମଝି ଆକାଶରେ ବିମାନରୁ ବାହାରିଲା ସାପ, ଭାଇରାଲ ହେଉଛି ଛାତି ଥରା ଭିଡିଓ

ଉଡ଼ନ୍ତା ବିମାନରେ ସାପ। ବିମାନଟି ମଝି ଆକାଶରେ ଥିବା ବେଳେ ହଠାତ୍‌ ଫ୍ଲାଇଟ୍‌ ଭିତରୁ ସାପ ବାହାରିଥିଲା। ଫଳରେ ଯାତ୍ରୀମାନେ ଭୟରେ ଏଣେ ତେଣେ ଦୌଡ଼ିବାକୁ ଲାଗିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଏୟାର ଏସିଆର ଏକ ବିମାନରେ। ରିପୋର୍ଟ ମୁତାବକ, ଏୟାର ଏସିଆର ଫ୍ଲାଇଟ୍‌ ନମ୍ବର AK ୫୭୪୮…

ସାପକୁ ଧରିଲାବେଳେ ତାର ଲାଞ୍ଜକୁ କାହିଁକି ଆଗ ଧରନ୍ତି, କଣ ଏହାର ଉତ୍ତର ଜାଣନ୍ତି ଆପଣ?

ସାପକୁ ଦେଖିଲେ ମାତ୍ରକେ ଲୋମଟାଙ୍କୁରୀ ଉଠେ। କିନ୍ତୁ କିଛି ଲୋକ ସାପକୁ ଧରିବାରେ ବେଶ୍‌ ଓସ୍ତାଦ ଏବଂ ମାହିର ଥାନ୍ତି। ସେମାନେ ବଡ ସହଜ ତରିକାରେ ହିଁ ସାପକୁ ଧରିପକାନ୍ତି। ସେମାନଙ୍କୁ ଜଣାଥାଏ ଯେ କେମିତି ଭାବେ ସାପକୁ କଣ୍ଟ୍ରୋଲ କରିହେବ। ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ସାପର ଫଣାକୁ…